Author: Ayesha Debnath

Eating Benefits On The Floor: ତଳେ ବସି ଖାଇବାର ପରମ୍ପରା କାହିଁ କେଉଁ କାଳରୁ ରହି ଆସିଛି । ତଳେ ବସି ଖାଇବା ଆମ ଶରୀର ପାଇଁ ଅନେକ ଲାଭଦାୟକ । କିନ୍ତୁ ଧୀରେ ଧୀରେ ସମୟ ବଦଳୁଛି ଏବଂ ତା’ସହ ପରମ୍ପରା ମଧ୍ୟ । ଆଜିକାଲି ପିଲାମାନେ ତଳେ ବସି ଖାଇବା ଅପେକ୍ଷା ଡ଼ାଇନିଙ୍ଗ ଟେବୁଲ ଉପରେ ବସି ଖାଇବାକୁ ଅଧିକ ଭଲ ପାଉଛନ୍ତି । କାରଣ ତଳେ ବସି ଖାଇବାକୁ ସେମାନେ ଏକ ପୁରୁଣା ପରମ୍ପରା ବୋଲି ଭାବି ନେଇଛନ୍ତି । ଯେଉଁମାନେ ଏଭଳି ଭାବୁଛନ୍ତି ସେମାନଙ୍କୁ ତଳେ ବସି ଖାଇବାର ଉପକାରିତା ବିଷୟରେ ଜାଣି ରଖିବା ଦରକାର । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ତଳେ ବସି ଖାଇଲେ କ’ଣ ଲାଭ ମିଳେ । ତଳେ ବସି ଖାଇଲେ ହଜମ ପ୍ରକ୍ରିୟା ଠିକ୍‌ ରହିଥାଏ । ସାଧାରଣତଃ ଭାବରେ ତଳେ ବସି ଖାଇବା ବେଳେ…

Read More