Author: Ayesha Debnath

Raw Papaya Benefits: କଞ୍ଚା ଅମୃତଭଣ୍ଡାରେ ଉଚ୍ଚ ଫାଇବର ଏବଂ ବହୁତ କମ୍ କ୍ୟାଲୋରୀ ଥାଏ। କଞ୍ଚା ଅମୃତଭଣ୍ଡାରେ ଥିବା ଫାଇବର ଆପଣଙ୍କ ପେଟକୁ ପୂର୍ଣ୍ଣ ଅନୁଭବ କରାଏ, ଯେଉଁ କାରଣରୁ ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକିଲା ଅନୁଭବ କରନ୍ତି ନାହିଁ ଏବଂ ଏହା ଆପଣଙ୍କୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ। କଞ୍ଚା ଅମୃତଭଣ୍ଡାରେ ଭଲ ପରିମାଣର ଭିଟାମିନ୍ କେ ଥାଏ, ଯାହା ହାଡ଼ର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କଞ୍ଚା ଅମୃତଭଣ୍ଡା ଖାଇବାର ଫାଇଦା: ପାଚନ କ୍ରିୟା: କଞ୍ଚା ଅମୃତଭଣ୍ଡା ଭିଟାମିନ ଓ ମିନେରାଲର ପାୱାରହାଉସ୍ । ବିଶେଷଜ୍ଞଙ୍କ କହିବା କଥା, ଭଣ୍ଡାରେ ଥିବା ପପେନ ଏନଜାଇମ ଗ୍ୟାଷ୍ଟ୍ରିକ ଏସିଡ ରିଲିଜ ବଢାଇଥାଏ ଯାହା ଖାଦ୍ୟ ହଜମରେ ସହାୟତା କରେ । ଏହି ଏନଜାଇମ ପେଟରୁ ବର୍ଜ୍ୟ ପଦାର୍ଥକୁ ବାହାର କରିଥାଏ । ଏହାଯୋଗୁଁ ପାଚନ କ୍ରିୟା ଉନ୍ନତ ହୁଏ । ବଦହଜମୀ, ଗ୍ୟାସ, କୋଷ୍ଠକାଠିନ୍ୟ ଆଦି…

Read More