Author: Ayesha Debnath

Hair Colour: ନିଜ ଲୁକ୍ କୁ ଆହୁରି ସୁନ୍ଦର କରିବା ପାଇଁ ଆମେ କେତେ କିଛି କରିଥାଉ । ଯାହାକୁ ଆମକୁ ସୁନ୍ଦର ତ କରିଥାଏ, ହେଲେ ବେଳେବେଳେ ସେଥିପାଇଁ ଆମକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଆମେ ଅନେକ ସମୟରେ ଦେଖିଥାଉ ଯେ ଅନେକ ଲୋକ ତାଙ୍କ କେଶକୁ ବିଭିନ୍ନ ରଙ୍ଗରେ ରଙ୍ଗୀନ କରିଥାନ୍ତି । ଯାହା ତାଙ୍କ ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇଥାଏ। ହେଲେ କେଶ ରଙ୍ଗକୁ ନେଇ ଅନେକ ସମୟରେ ଚିନ୍ତା ରହିଥାଏ । ବିଶେଷ କରି ଅକାଳରେ କେଶ ଧଳା ହେବାର ସମ୍ଭାବନା ରହିଥାଏ । ବିଶେଷ କରି ଭାରତୀୟ ଘରେ ଏକ ସାଧାରଣ ବିଶ୍ୱାସ ରହିଛି। ଏଥିରେ ଦର୍ଶାଯାଇଛି ଯେ କେମିକାଲ ବ୍ୟବହାର ଦ୍ୱାରା ଆପଣଙ୍କ କେଶର ପ୍ରାକୃତିକ ରଙ୍ଗ ବଦଳାଇବା ଦ୍ୱାରା କେଶ ଧଳା ହୋଇଯାଏ । ବର୍ଷ ବର୍ଷ ଧରି ଏହି ଧାରଣା ଚାଲିଆସୁଛି। ଯେଉଁକାରଣରୁ ଅନେକ ଲୋକ କେଶକୁ…

Read More