Author: Ayesha Debnath

Natural Ways to Reduce Cholesterol: ସୁସ୍ଥ ଜୀବନ ପାଇଁ ହୃଦୟକୁ ସୁସ୍ଥ ରଖିବା ନିହାତି ଜରୁରୀ । ଆପଣଙ୍କ ହୃଦୟକୁ ସୁସ୍ଥ ଏବଂ ଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ, ଆପଣଙ୍କର ରକ୍ତଚାପ ଏବଂ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିବା ଜରୁରୀ । ଉଚ୍ଚ ରକ୍ତଚାପ ଏବଂ କୋଲେଷ୍ଟ୍ରଲ ବୃଦ୍ଧି ଷ୍ଟ୍ରୋକ୍ ଏବଂ ହୃଦ୍ଘାତ ସମେତ ବିଭିନ୍ନ ହୃଦ୍ ରୋଗ ହେବାର ସମ୍ଭାବନା ବଢାଇପାରେ । କୋଲେଷ୍ଟ୍ରଲ ବଢିବା ଦ୍ରୁତ ଗତିରେ ବ୍ୟାପୁଥିବା ଏକ ସମସ୍ୟା ଯାହାକୁ ନେଇ ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଚର୍ବିଯୁକ୍ତ ଖାଦ୍ୟ ଖାଇବା, ଅଚଳ ଜୀବନଶୈଳୀ, ବ୍ୟାୟାମ ନ କରିବା ଓ ମଦ୍ୟପାନ ଇତ୍ୟାଦି କୋଲେଷ୍ଟ୍ରଲ ବଢ଼ାଇବାରେ ସହାୟକ ହୋଇଥାଏ। କୋଲେଷ୍ଟ୍ରଲ ହେଉଛି ଏକ ମହମଯୁକ୍ତ ପଦାର୍ଥ ଯାହା ରକ୍ତନଳୀରେ ଜମା ହୋଇଥାଏ । ଯେତେବେଳେ ଏହାର ମାତ୍ରା ବଢିଯାଏ, ଏହା ଶିରାଗୁଡିକୁ ଅବରୋଧ କରିପାରେ ଯାହା ରକ୍ତ ପ୍ରବାହକୁ ଧିମା କରିପାରେ…

Read More