Author: Ayesha Debnath

Bhoot Bangla: ‘ଭୁଲ ଭୁଲୈୟା’ ଭଳି ସୁପରହିଟ୍ ସିନେମା କରିବା ପରେ ଅକ୍ଷୟ କୁମାର ପୁଣି ଥରେ ପ୍ରିୟଦର୍ଶନଙ୍କ ସହ ‘ଭୂତ ବଙ୍ଗଳା’ ଭଳି ଏକ ନୂଆ ହରର କମେଡ଼ିରେ ନରଜ ଆସିବେ । ନିର୍ମାତା ମାନେ ଏହି ଫିଲ୍ମର ସୁଟିଂ ଆରମ୍ଭ କରିଦେଇଛନ୍ତି । ଅକ୍ଷୟ କୁମାରଙ୍କ ଅଭିନୀତ ଏହି ଫିଲ୍ମ ପାଇଁ ନିର୍ମାତା ତବୁଙ୍କୁ କାଷ୍ଟ କରିଛନ୍ତି । ରବିବାର ଦିନ ତବୁ ଫିଲ୍ମର ସୁଟିଂ କୁ ନେଇ ଏକ ବଡ ଅପଡେଟ ସେୟାର କରିଛନ୍ତି । ଅଭିନେତ୍ରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ‘ଭୂତ ବଙ୍ଗଳା’ର ସୁଟିଂ ସେଟ୍ ର ଏକ ଫଟୋ ସେୟାର କରିଛନ୍ତି, ଯାହା ପ୍ରଶଂସକଙ୍କ ଉତ୍ସାହକୁ ବଢାଇଦେଇଛି । ‘ଭୂତ ବଙ୍ଗଳା’ରେ ଅଭିନୟ କରିବେ ତବୁ ତବୁ ସୋସିଆଲ ମିଡ଼ିଆରେ ଏହି ସୂଚନା ସେୟାର କରିଛନ୍ତି ଯେ, ସେ ଫିଲ୍ମ ‘ଭୂତ ବଙ୍ଗଳା’ର ସୁଟିଂ ଆରମ୍ଭ କରିଛନ୍ତି । ଫିଲ୍ମର ସେଟରୁ କ୍ଲିପବୋର୍ଡର…

Read More