Author: Ayesha Debnath

Kajal on Eyes: ମହିଳା ମାନେ ମେକଅପ୍ କରିବାକୁ ଭଲ ପାଆନ୍ତି। ବିବାହ ହେଉ କି ଘରର ଅନ୍ୟ କୌଣସି କାର୍ଯ୍ୟକ୍ରମ, ପ୍ରତ୍ୟେକ ବିଶେଷ ଅବସରରେ ମହିଳାମାନେ ପୋଷାକ ପିନ୍ଧିଥାନ୍ତି। ଏଥିସହିତ ଅନେକ ମହିଳା ନିଜ ଆଖିରେ କଜଳ ମଧ୍ୟ ଲଗାଇଥାନ୍ତି, ଯାହା କି ସେମାନଙ୍କ ସୌନ୍ଦର୍ଯ୍ୟବୃଦ୍ଧି କରିଥାଏ। ଛୋଟ ପିଲାଙ୍କ ପାଇଁ ମଧ୍ୟ ଏହି କଜଳ ପ୍ରୟୋଗ କରାଯାଏ । ତେବେ ଏହାକୁ ଆପଣ ଅତି ସହଜରେ ନିୟଜ ଘରେ ତିଆରି କରିପାରିବେ। ଘରେ କିପରି ତିଆରି କରିବେ କଜଳ: ଆଖିର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ କଜଳ ବ୍ୟବହାର କରାଯାଏ । ଏଥିସହିତ ଅନେକ ଲୋକ ବଜାରରୁ ରାସାୟନିକ ପଦାର୍ଥରେ ନିର୍ମିତ କଜଳ ଲଗାନ୍ତି, ଯେଉଁକାରଣରୁ ଅନେକ ପ୍ରକାର ସମସ୍ୟା ମଧ୍ୟ ଦେଖାଦେଇଥାଏ। ଅନେକ ସମୟରେ ନକଲି କଜଳ ଲଗାଇବା ଦ୍ୱାରା ଆଖିରେ ଆଲର୍ଜି ହୋଇଥାଏ, ଯାହା ଦ୍ୱାରା ଜଳାପୋଡ଼ା ମଧ୍ୟ ହୋଇଥାଏ । ପ୍ରାକୃତିକ କଜଳ ବ୍ୟବହାର କରାଗଲେ ଏହା…

Read More