Author: Ayesha Debnath

Iskcon Temple: ଜାନୁଆରୀ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସିଆର ଦ୍ୱିତୀୟ ବୃହତ୍ତମ ଇସ୍କନ ମନ୍ଦିରକୁ ଉଦଘାଟନ କରିବେ । ମହାରାଷ୍ଟ୍ରର ନଭି ମୁମ୍ବାଇର ଖାରଘରଠାରେ ଗତ ୧୨ ବର୍ଷ ଧରି ନିର୍ମାଣାଧୀନ ଥିବା ଇସ୍କନ ମନ୍ଦିର ଶେଷରେ ସମ୍ପୂର୍ଣ୍ଣ ହୋଇଛି। କିନ୍ତୁ କ’ଣ ଆପଣ ଜାଣନ୍ତି କି ସାରା ବିଶ୍ୱରେ କେତୋଟି ଇସ୍କନ ମନ୍ଦିର ରହିଛି, ଆଜି ଆମେ ଆପଣଙ୍କୁ ସେ ବିଷୟରେ କହିବୁ। ଏସିଆର ସର୍ବବୃହତ ଇସ୍କନ ମନ୍ଦିର ବିଶ୍ୱର ଦ୍ୱିତୀୟ ବୃହତ୍ତମ ଇସ୍କନ ମନ୍ଦିର ହେଉଛି ମହାରାଷ୍ଟ୍ରର ଇସ୍କନ ମନ୍ଦିର। ଯାହାକୁ ଉଦଘାଟନ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ୯ ଏକର ପରିମିତ ଏସିଆର ଦ୍ୱିତୀୟ ବୃହତ୍ତମ ଇସ୍କନ ମନ୍ଦିର । ଏହି ମନ୍ଦିର ନିର୍ମାଣ ପାଇଁ ସମୁଦାୟ ୧୨ ବର୍ଷ ସମୟ ଲାଗିଥିଲା । ଧଳା ଓ ବାଦାମୀ ରଙ୍ଗର ମାର୍ବଲର ସ୍ୱତନ୍ତ୍ର ପଥରରେ ନିର୍ମିତ ଏହି ଭବ୍ୟ ମନ୍ଦିର। ସମଗ୍ର…

Read More