Author: Ayesha Debnath

Gully Boy: ଜୋୟା ଅଖତରଙ୍କ ଫିଲ୍ମ ‘ଗଲି ବୟ’ ୨୦୧୭ରେ ବକ୍ସ ଅଫିସରେ ଧମାଲ ମଚାଇଥିଲା । ଏହି ଫିଲ୍ମରେ ରଣବୀର ସିଂ ଏବଂ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଫିଲ୍ମରେ ରଣବୀର ନିଜ ଅଭିନୟ ଦ୍ୱାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏହାସହ ଆଲିଆଙ୍କ ଡାଏଲଗ ସମସ୍ତଙ୍କୁ ବହୁତ ପସନ୍ଦ ଆସିଥିଲା । ଏବେ ଏହି ଫିଲ୍ମର ସିକ୍ୱେଲ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ମିଳିଛି । ଫିଲ୍ମ ‘ଗଲି ବୟ’ର ଦ୍ୱିତୀୟ ଭାଗକୁ ସିନେମା ହଲକୁ ନେବା ପାଇଁ ନିର୍ମାତା ପ୍ରସ୍ତୁତି ଚଳାଇଛନ୍ତି, କିନ୍ତୁ ଫିଲ୍ମରେ ଆଲିଆ ଭଟ୍ଟ ଓ ରଣବୀର ସିଂଙ୍କ ଯୋଡି ଦେଖିବାକୁ ମିଳିବ ନାହିଁ । ଗଲି ବୟ-୨ରେ ନଜର ଆସିବେ ଏହି ଦୁଇ ଷ୍ଟାର ସୂଚନା ଅନୁଯାୟୀ, ଭରେନ ସିଂଙ୍କୁ ଗଲି ବୟ-୨ର ନିର୍ଦ୍ଦେଶନା ଦାୟିତ୍ୱ ମିଳିପାରେ । ବର୍ତ୍ତମାନ ସୁଦ୍ଧା କୁହାଯାଉଛି ଯେ ନିର୍ମାତା ରଣବୀର…

Read More