Author: Ayesha Debnath

Bad habits: ବାପ-ଝିଅଙ୍କ ସମ୍ପର୍କକୁ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ। ବାପା ତାଙ୍କ ଝିଅକୁ ଲାଳନପାଳନ ଠାରୁ ଆରମ୍ଭ କରି ଶିକ୍ଷା ଦେବା ପର୍ଯ୍ୟନ୍ତ ସବୁ କାମରେ ସହଯୋଗ କରନ୍ତି । ଭାରତରେ ଝିଅକୁ ଘରର ଲକ୍ଷ୍ମୀ କୁହାଯାଏ । ଜଣେ ବାପା ଅନେକ ଶ୍ରଦ୍ଧା ଓ ଭଲପାଇବାର ସହ ସେହି ଲକ୍ଷ୍ମୀକୁ ବଡ଼ କରିଥାଏ। ଦୁନିଆଁର ସମସ୍ତ ସୁଖ ତା ଝିଅର ପାଦ ତଳେ ରଖିଦିଏ ତା ବାପା। ପୁଣି ସେଇ ଲକ୍ଷ୍ମୀକୁ ଅନେକ କଷ୍ଟର ସହ ବିବାହ କରିଥାଏ ଆଉ କାହା ସହ। କିନ୍ତୁ ଦୁନିଆରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଝିଅମାନେ ନିଜ ବାପାଙ୍କୁ ବିବାହ କରିଥାନ୍ତି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏହା ସମ୍ପୂର୍ଣ୍ଣ ସତ। ଦୁନିଆରେ ଅନେକ ଅଜବ କୁପ୍ରଥା ରହିଛି, ଏହା ମଧ୍ୟ ସେଥିମଧ୍ୟରୁ ଗୋଟିଏ । ବାଂଲାଦେଶର ମଣ୍ଡି ଜନଜାତିମଧ୍ୟରେ ଏହି କୁପ୍ରଥା ପ୍ରଚଳିତ…

Read More