Author: Ayesha Debnath

Nagin: ବଲିଉଡ଼ର ସ୍ତ୍ରୀ ଶ୍ରଦ୍ଧା କପୁର ସମସ୍ତଙ୍କ ହୃଦୟରେ ରାଜ କରନ୍ତି । ତାଙ୍କ ସୁନ୍ଦରତାରେ ଘାଏଲା ହୋଇଯାନ୍ତି ଫ୍ୟାନ୍ସମାନେ । ଇନଷ୍ଟାଗ୍ରାମରେ ଗୋଟିଏ ଫଟୋ ଉପଲୋଡ଼ କରିବା ମାତ୍ରେ ହିଁ ତାଙ୍କ ଫଟୋ ଭାଇରାଲ ହେବାରେ ଲାଗେ । ନିକଟରେ ସେ ସ୍ତ୍ରୀ ବା ଭୁତ ଭୂମିକାରେ ଅଭିନୟ କରିଥିଲେ । ଯାହା ବକ୍ସ ଅଫିସ୍ ରେ ବହୁତ ଭଲ ପ୍ରଦର୍ଶନ କରିଥିଲା । ହେଲେ ଦୀର୍ଘ ଦିନ ଧରି ଶ୍ରଦ୍ଧା କପୁର ନାଗିନ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଦୀର୍ଘ ଦିନ ଧରି ଭାରତରେ ନାଗ-ନାଗିନଙ୍କୁ ନେଇ କୌଣସି ଫିଲ୍ମ ନିର୍ମାଣ ହୋଇନଥିବାରୁ ପ୍ରଶଂସକମାନେ ଶ୍ରଦ୍ଧା କପୁରଙ୍କୁ ଇଚ୍ଛାଧାରୀ ନାଗିନ ଭୂମିକାରେ ଦେଖିବାକୁ ବେଶ ଉତ୍ସାହିତ ଅଛନ୍ତି । ଏବେ ଫିଲ୍ମକୁ ନେଇ ଏକ ବଡ଼ ଅପଡ଼େଟ ସାମ୍ନାକୁ ଆସିଛି । ଶ୍ରଦ୍ଧା କପୁରଙ୍କ ଫିଲ୍ମ ‘ନାଗିନ’ର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବାକୁ…

Read More