Author: Ayesha Debnath

Oral Health Care: ଚା, କଫି, ଥଣ୍ଡା ପାନୀୟ ଏବଂ ରେଡ୍ ୱାଇନ୍ ଏପରି କିଛି ପାନୀୟ ଯାହାକୁ ଲୋକମାନେ ସବୁଠାରୁ ଅଧିକ ପିଇବାକୁ ପସନ୍ଦ କରନ୍ତି । ସକାଳ ଚା’ କଫିଠାରୁ ଆରମ୍ଭ କରି ବାହାରେ ସାଙ୍ଗସାଥୀଙ୍କୁ ଭେଟିବା ସମୟରେ ଥଣ୍ଡା ପାନୀୟ କିମ୍ବା ମଦ ପିଇବା ଲୋକଙ୍କ ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଯାଇଛି। ଏବେ ପ୍ରଶ୍ନ ଉଠୁଛି ଏହି ପାନୀୟ ଦାନ୍ତ ଉପରେ କ’ଣ ପ୍ରଭାବ ପକାଇଥାଏ। ଏହି ପାନୀୟଗୁଡ଼ିକ ମଧ୍ୟରୁ କେଉଁଟି ଦାନ୍ତରେ ସର୍ବାଧିକ କ’ଣ କ୍ଷତି କରିପାରେ? ରେଡ୍ ଓ୍ଵାଇନ୍ ଥିବା କ୍ରୋମୋଜେନ୍ ପରିମାଣ, ଏସିଡିଟି ଏବଂ ଟେନିନ୍ କାରଣରୁ ଆମ ଦାନ୍ତରେ ଦାଗ ହେବାର ସମ୍ଭାବନା ରହିଥାଏ। ଦାନ୍ତରେ ରେଡ୍ ୱାଇନ୍ ର ଦାଗ ଅଧିକ ସମୟ ପର୍ଯ୍ୟନ୍ତ ରହିଥାଏ। ଅଧିକ ସମୟ ପର୍ଯ୍ୟନ୍ତ ରେଡ୍ ୱାଇନ୍ ପିଇବା ଦ୍ୱାରା ଦାନ୍ତର ବାହ୍ୟ ପୃଷ୍ଠର ରଙ୍ଗ ସ୍ଥାୟୀ ଭାବେ କ୍ଷତିଗ୍ରସ୍ତ ହୋଇଥାଏ। ତେବେ…

Read More