Author: Ayesha Debnath

Sakat Chauth 2025: ମାଘ ମାସର କୃଷ୍ଣପକ୍ଷ ଚତୁର୍ଥ ତିଥିରେ ସକଟ ଚୌଥ ବ୍ରତ ପାଳନ କରାଯାଏ । ଏହି ଦିନ ମା’ ମାନେ ନିଜ ସନ୍ତାନର ସୁଖ, ସୁରକ୍ଷିତ ଭବିଷ୍ୟତ ଏବଂ ଦୀର୍ଘ ଜୀବନ ପାଇଁ ବ୍ରତ ରଖନ୍ତି । ସୂର୍ଯ୍ୟୋଦୟରୁ ଚନ୍ଦ୍ରୋଦୟ ପର୍ଯ୍ୟନ୍ତ ଏହି ବ୍ରତ ପାଳନ କରାଯାଏ । ସନ୍ଧ୍ୟାରେ ଗଣପତି ଓ ଚନ୍ଦ୍ରଙ୍କୁ ଅର୍ଘ୍ୟ ଅର୍ପଣ କରିବା ପରେ ହିଁ ବ୍ରତକୁ ସମାପ୍ତ କରାଯାଏ । ଭଗବାନ ଗଣେଶଙ୍କ ପୂଜା କଲେ ସମସ୍ତ ଦୁଃଖ ଓ ପାପ ନଷ୍ଟ ହୋଇଥାଏ। ଯେହେତୁ ଏହା ଏକ ବଡ ବ୍ରତ, ତେଣୁ ଏହି ବ୍ରତରେ ଗଣେଶଙ୍କ ପୂଜା ଓ କିଛି ଜିନିଷର ଯତ୍ନ ନେବା ଆବଶ୍ୟକ, ତେବେ ହିଁ ବ୍ରତ ସମ୍ପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଜାନୁଆରୀରେ ସକଟ ଚୌଥ ଉପବାସ କେବେ ହୁଏ? ୧୭ ଜାନୁଆରୀ ୨୦୨୫ରେ ସକଟ ଚୌଥ ବ୍ରତ ପାଳନ କରାଯିବ ।…

Read More