Author: Ayesha Debnath

Saif Ali Khan Attacked: ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ତାଙ୍କ ଘରେ ଡକାୟତମାନେ ଛୁରୀରେ ଆକ୍ରମଣ କରିଛନ୍ତି। ମୁମ୍ବାଇରେ ସୈଫଙ୍କ ଘରେ ପଶିଥିବା ଡକାୟତ ତାଙ୍କୁ ୬ ଥର ଛୁରିରେ ଆକ୍ରମଣ କରିଥିଲେ। ସୈଫ୍ ଅଲ୍ଲୀ ଖାନ୍ ଲୀଳାବତୀ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିବା ବେଳେ ପୁଲିସ ଏବେ ଆକ୍ରମଣକାରୀଙ୍କ ତଦନ୍ତ କରୁଛି। ବଲିଉଡ଼ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ହୋଇଛି । ରାତି ୨ଟାରେ ମୁମ୍ବାଇରେ ଜଣେ ଅଜ୍ଞାତ ବ୍ୟକ୍ତି ଅଭିନେତାଙ୍କ ଘରେ ପଶି ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ସୈଫ୍ ଅଲ୍ଲୀ ଖାନ୍ ଙ୍କ ଦେହରେ ୬ ଥର ଛୁରା ମାଡ଼ ହୋଇଛି। ଅଭିନେତା ବର୍ତ୍ତମାନ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏବେ ମୁମ୍ବାଇ ପୁଲିସ କିଏ ଓ କାହିଁକି ଆକ୍ରମଣ କରିଛି, ସେ ନେଇ ଖୋଳତାଡ଼ ଜାରି ରଖିଛି। ସୈଫ୍ ଅଲ୍ଲୀ ଖାନ୍ ଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ମୁମ୍ବାଇ…

Read More