Author: Ayesha Debnath

Rich Countries: ଦୁନିଆ ବହୁତ ଦ୍ରୁତ ଗତିରେ ବଦଳୁଛି । ଧନୀ ଦେଶମାନଙ୍କରେ ଉନ୍ନତ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ବିକାଶ କରାଯାଉଛି। ଗାଁ ଗାଁରେ ଶିଳ୍ପ ପହଂଚି ଲୋକଙ୍କୁ ରୋଜଗାରର ସୁଯୋଗ ମିଳୁଛି । ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ସରକାରମାନେ କ୍ରମାଗତ ଭାବରେ ନିଜର ନୀତି ବଦଳାଉଛନ୍ତି । ଏସବୁର ପ୍ରଭାବ ଆୟୁଷ ଉପରେ ପଡୁଛି। ଏକ ରିପୋର୍ଟରେ କୁହାଯାଇଛି ଯେ, ପରିବର୍ତ୍ତିତ ବାଣିଜ୍ୟ ନୀତି ଏବଂ ଅର୍ଥନୈତିକ ଅଭିବୃଦ୍ଧି ଯୋଗୁଁ ଲୋକଙ୍କ ବଞ୍ଚିବାର ଇଚ୍ଛା ମଧ୍ୟ ବୃଦ୍ଧି ପାଇଛି, ଯାହା ବିଶ୍ୱର ଶୀର୍ଷ ଅର୍ଥନୀତି ଦେଶମାନଙ୍କରେ ଆୟୁଷ ହାରରେ ଉନ୍ନତି ଆଣିଛି । ରିପୋର୍ଟ ଅନୁଯାୟୀ, ବିଶ୍ୱର ଶ୍ରେଷ୍ଠ ୨୯ଟି ବୃହତ୍ତମ ଅର୍ଥନୀତି ମଧ୍ୟରେ ଜାପାନ ଶୀର୍ଷରେ ରହିଛି । ଏଠାରେ ଲୋକଙ୍କ ହାରାହାରି ବୟସ ୮୪.୮ ବର୍ଷ ଅଟେ । ଜାପାନର ଉନ୍ନତ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା, ଅପରାଧ ହ୍ରାସ ଏବଂ ସକ୍ରିୟ ଜୀବନଶୈଳୀ ଉଚ୍ଚ ଜୀବନ ଧାରଣ…

Read More