Author: Ayesha Debnath

Towel: ଆଜି ଗାଧୋଇବା ପରେ ଗାମୁଛା ଧୋଇଛନ୍ତି କି? ଗାମୁଛା ବ୍ୟବହାର କରିବା ପୂର୍ବରୁ ଏହା କେତେ ପରିଷ୍କାର ଅଟେ ଦେଖିଛନ୍ତି କି? ଏହି ଦୁଇଟି ପ୍ରଶ୍ନ ଯାହାର ଉତ୍ତର ଅଧିକାଂଶ ଲୋକ ଦେବେ ‘ନା’। ବାସ୍ତବରେ ବହୁତ କମ୍ ଲୋକ ଥିବେ ଯେଉଁମାନେ ଶରୀରକୁ ଗାମୁଛାରେ ପୋଛିବା ପରେ ଧୋଇଥାନ୍ତି । ୧୦୦ ଜଣଙ୍କୁ ନେଇ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ ପ୍ରାୟ ଏକ ତୃତୀୟାଂଶ ଲୋକ ମାସକୁ ଥରେ ଗାମୁଛା ଧୋଇଥାନ୍ତି, କିଛି ଲୋକ ବର୍ଷକୁ ଥରେ ଗାମୁଛା ଧୋଇଥାନ୍ତି । ଶରୀରକୁ ଶୁଖାଇବା ପାଇଁ ଆପଣ ବ୍ୟବହାର କରୁଥିବା ଗାମୁଛା ବାସ୍ତବରେ ଲକ୍ଷ ଲକ୍ଷ ବ୍ୟାକ୍ଟେରିଆଙ୍କ ପ୍ରଜନନସ୍ଥଳୀ ବୋଲି ଟାଓ୍ଵାଲ୍ ଉପରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ବାସ୍ତବରେ ଗାଧୋଇବା ପରେ ମଧ୍ୟ ଆମ ଶରୀରରେ କିଛି ଜୀବାଣୁ ରହିଥାଏ, ଯାହା ଆମ ଶରୀରରୁ ଗାମୁଛାକୁ ଯାଇଥାଏ। ଭାରତରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ…

Read More