Author: Ayesha Debnath

PM Modi: ମାଘ ଅଷ୍ଟମୀ ଓ ଭୀଷ୍ମ ଅଷ୍ଟମୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପ୍ରୟାଗରାଜ ଗସ୍ତକରି ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ସ୍ନାନ କରିଛନ୍ତି। ଗେରୁଆ ସ୍ୱେଟ୍ ସାର୍ଟ ଏବଂ ଟ୍ରାକ୍ ସୁଟ୍ ପିନ୍ଧି ପ୍ରଧାନମନ୍ତ୍ରୀ ମୋଦୀ ତ୍ରିବେଣୀ ସଙ୍ଗମରେ ରୁଦ୍ରାକ୍ଷ ମଣି ଧରି ପୂଜାର୍ଚ୍ଚନା କରିବା ସହ ମନ୍ତ୍ର ଜପ କରିବା ପରେ ନେଭି ନୀଳ ରଙ୍ଗର କୁର୍ତା, କଳା ଜ୍ୟାକେଟ୍ ଏବଂ ହିମାଚଳୀ ଉଲନ ଟୋପି ପିନ୍ଧି ଆରତି ଅର୍ପଣ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଏହି ରୀତିନୀତିରେ ସ୍ନାନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ ଆଖଡ଼ାରୁ ସାଧୁସନ୍ଥମାନଙ୍କୁ ସମ୍ବୋଧିତ କରିବା ସହ ଦେଶ ଗଠନ ବିଷୟରେ ଆଲୋଚନା କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଅରିଆଲ ଘାଟରୁ ମହାକୁମ୍ଭ ପର୍ଯ୍ୟନ୍ତ ଡଙ୍ଗାରେ ଯାତ୍ରା କରୁଥିବାର ଦେଖିବାକୁ ମିଳିଥିଲା, ଯେଉଁଠାରେ ସେ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ…

Read More