Author: Ayesha Debnath

Shatrughan Sinha: ବରିଷ୍ଠ ଅଭିନେତା ତଥା ତୃଣମୂଳ କଂଗ୍ରେସ ସାଂସଦ ଶତ୍ରୁଘ୍ନ ସିହ୍ନା ଉତ୍ତରାଖଣ୍ଡରେ ୟୁନିଫର୍ମ ସିଭିଲ କୋଡ୍ (ୟୁସିସି) ଲାଗୁ କରିବାକୁ ପ୍ରଶଂସା କରିବା ସହ ଦେଶବ୍ୟାପୀ ଏଭଳି ଆଇନ ଲାଗୁ କରିବାରେ ଥିବା ତ୍ରୁଟିକୁ ମଧ୍ୟ ଦର୍ଶାଇଛନ୍ତି। ଆମିଷ ଭୋଜନ ଉପରେ ପ୍ରତିବନ୍ଧକ ଲଗାଇଥିବା ଦର୍ଶାଇ ଅଭିନେତା-ରାଜନେତା କହିଛନ୍ତି ଯେ ସେ ଏଭଳି ପଦକ୍ଷେପକୁ ସମର୍ଥନ କରୁଥିବା ବେଳେ ଦେଶର କେତେକ ସ୍ଥାନରେ ଏହାକୁ ଲାଗୁ କରିବା କଷ୍ଟକର ହେବ। ଦେଶର ଅନେକ ସ୍ଥାନରେ ଗୋମାଂସ ଉପରେ କଟକଣା ଲଗାଯାଇଛି । ମୁଁ ଭାବୁଛି ଦେଶରେ କେବଳ ଗୋମାଂସ ନୁହେଁ, ସାଧାରଣତଃ ଆମିଷ ଖାଦ୍ୟକୁ ନିଷିଦ୍ଧ କରାଯିବା ଉଚିତ । ତେବେ ଉତ୍ତର-ପୂର୍ବାଞ୍ଚଳ ସମେତ କେତେକ ସ୍ଥାନରେ ଗୋମାଂସ ଖାଇବା ଆଇନଗତ। ସଂସଦ ବାହାରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ୱାହା ଖାଓ ତୋ ୟମି, ପର ହମାରେ ଉତ୍ତର ଭାରତ ମେଁ ଖାଓ ତୋ…

Read More