Author: Ayesha Debnath

arabati: ଆସନ୍ତା ଫେବୃଆରି୯ ତାରିଖରେ କଟକର ବାରବାଟୀରେ ଅନୁଷ୍ଠିତ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍। ସେଥିପାଇଁ ପାଇଁ ଜୋରଦାର୍ ଚାଲିଛି ପ୍ରସ୍ତୁତି। ଏହାସହ ଆଜିଠାରୁ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। ତେବେ ଏହି ଟିକେଟ୍ ଲାଗି ଠେଲା ପେଲା ଧସ୍ତାଧସ୍ତି ପରସ୍ଥିତି। ବାରବାଟୀ ମ୍ୟାଚ ପାଇଁ ଟିକେଟ୍ କାଉଣ୍ଟରରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ପରିସ୍ଥିତି ଏଭଳି ହୋଇଛି ଯେ ସେଠାରେ ଅନେକ ଯୁବକ ଅଚେତ୍ ହୋଇଯାଇଛନ୍ତି। ଭିଡ଼ ସାଙ୍ଗକୁ ଗୁଳୁଗୁଳି ଯୋଗୁଁ ଲୋକେ ଖରାରେ ଛିଡ଼ା ହେବା ପରେ କେତେକ ଯୁବକ ଅଚେତ୍ ହୋଇପଡ଼ିଛନ୍ତି । ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସକୁ ନାକେଦମ୍ ହେବାକୁ ପଡ଼ିଛି । ଏହା ସହ ଟିକେଟ୍ ନପାଇ କାନ୍ଦିବା ସହ ମନ ଦୁଃଖରେ ଫେରିଗଲେ କ୍ରିକେଟ୍ ପ୍ରେମୀ। ଏହି ପରିସ୍ଥିତି ଏପରି ହୋଇଛି ଯେ ପୋଲିସକୁ ମଧ୍ୟ ଭିଡର ଶିକାର ହେବାକୁ ପଡିଛି । ଏଭଳି ସ୍ଥିତିରେ କଟକ ଡ଼ିସିପି ନିଜେ…

Read More