Author: Ayesha Debnath

Sanam Teri Kasam Re-Release: ୨୦୧୬ମସିହାର କ୍ଲାସିକ୍ କଲ୍ଟ ସିନେମା ‘ସନମ ତେରି କସମ’ ପୁଣି ଥରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଆଶ୍ଚର୍ଯ୍ୟର କଥା ବହୁତ ବର୍ଷ ତଳେ ବକ୍ସ ଅଫିସରେ ଫ୍ଲପ୍ ହୋଇଥିବା ଏକ ସିନେମା ଏବେ ପୁଣି ଥରେ ରିଲିଜ ହେବାରେ ଲାଗିଛି । କେବଳ ଆଗୁଆ ବକ୍ସ ଅଫିସ କଲେକ୍ସନରେ ସନମ ତେରି କସମ କୋଟି କୋଟି ଟଙ୍କା ରୋଜଗାର କରିଛି । ଗତ କିଛି ମାସ ମଧ୍ୟରେ ବଲିଉଡର ଅନେକ ସିନେମା ପୁଣି ଥରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଏମାନଙ୍କ ମଧ୍ୟରୁ କିଛି ସିନେମା ଅରିଜିନାଲ ରିଲିଜ୍ ସମୟରେ ଫ୍ଲପ୍ ସାବ୍ୟସ୍ତ ହୋଇଥିଲେ ହେଁ ପୁନଃ ରିଲିଜ୍ ରେ ବହୁତ ଟଙ୍କା ରୋଜଗାର କରିଥିଲା। ଏବେ ସନମ ତେରି କସମର ପାଳି ଆସିଛି, ଯାହା ରିଲିଜ୍ ହେବା ପରେ ହଇଚଇ ସୃଷ୍ଟି କରିବାକୁ ଯାଉଛି। ପ୍ରଥମ ଦିନରେ ଏହା ଏଭଳି ବ୍ୟବସାୟ କରିବ ଫେବୃଆରି…

Read More