Author: Ayesha Debnath

Mahakumbh: କୁମ୍ଭ ହିନ୍ଦୁ ଧର୍ମର ଏକ ବିଶାଳ ଧାର୍ମିକ ଉତ୍ସବ । ଏଥର ପ୍ରୟାଗରାଜରେ କୁମ୍ଭ ଅନୁଷ୍ଠିତ ହୋଇଛି, ଯାହା ୨୦୨୫ ଜାନୁଆରି ୧୩ରୁ ଫେବୃଆରି ୨୬ ପର୍ଯ୍ୟନ୍ତ ଚାଲିବ। ଆସନ୍ତୁ ଜାଣିବା ପ୍ରୟାଗ ପରେ ପରବର୍ତ୍ତୀ କୁମ୍ଭ କେବେ ଓ କେଉଁଠି ହେବ। ପ୍ରୟାଗରାଜ ସହରର ତ୍ରିବେଣୀ ସଙ୍ଗମରେ କୁମ୍ଭ ମେଳାର ଧାର୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଶ ତଥା ବିଶ୍ୱର ଲୋକଙ୍କୁ ଆକର୍ଷିତ କରୁଛି । କୁମ୍ଭମେଳା ଜାନୁଆରୀ ୧୩ରୁ ଆରମ୍ଭ ହୋଇ ଫେବୃଆରି ୨୬, ୨୦୨୫ରେ ଶେଷ ହେବ। କୁମ୍ଭମେଳାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶ୍ରଦ୍ଧାଳୁଙ୍କୁ ପବିତ୍ର ସ୍ନାନ ମାଧ୍ୟମରେ ଆତ୍ମଶୁଦ୍ଧିର ସୁଯୋଗ ପ୍ରଦାନ କରିବା । ଧାର୍ମିକ ବିଶ୍ୱାସ ଅନୁସାରେ ଏହି ସମୟରେ ଗଙ୍ଗା, ଯମୁନା, ସରସ୍ୱତୀ, ଗୋଦାବରୀ ଓ ଶିପ୍ରା ଆଦି ନଦୀର ଜଳ ଅମୃତ ପରି ପବିତ୍ର ହୋଇଯାଏ । କୁମ୍ଭ ସନ୍ଥ, ନାଗା ସାଧୁ, ଗୁରୁ ଏବଂ ଭକ୍ତଙ୍କ ପାଇଁ ଏକ…

Read More