Author: Ayesha Debnath

Trump: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଦିନ ଘୋଷଣା କରିଛନ୍ତି ଯେ, ଆମେରିକା ସମସ୍ତ ଇସ୍ପାତ ଏବଂ ଆଲୁମିନିୟମ ଆମଦାନୀ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇବ, ଯାହା ଅତିରିକ୍ତ ଧାତୁ ଶୁଳ୍କ ଉପରେ ଆସିବ । ରବିବାର ନ୍ୟୁ ଅର୍ଲିନ୍ସର ଏନ୍ ଏଫ୍ ଏଲ୍ ସୁପର ବାଉଲ୍ କୁ ଯାଉଥିବା ବେଳେ ଏୟାରଫୋର୍ସ ଓ୍ଵାନ୍ ରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଟ୍ରମ୍ପ୍ ଏହା ମଧ୍ୟ କହିଛନ୍ତି ଯେ ସେ ମଙ୍ଗଳବାର ସୁଦ୍ଧା ପାରସ୍ପରିକ ଶୁଳ୍କ ଘୋଷଣା କରିବେ, ଯାହା ପ୍ରାୟ ତୁରନ୍ତ କାର୍ଯ୍ୟକାରୀ ହେବ। ତେବେ ପରସ୍ପର ଶୁଳ୍କ ଦ୍ୱାରା କାହାକୁ ଟାର୍ଗେଟ କରାଯିବ ତାହା ରିପବ୍ଲିକାନ ସ୍ପଷ୍ଟ କରିନାହାନ୍ତି, କିନ୍ତୁ ସେ ଜୋର ଦେଇ କହିଛନ୍ତି ଯେ ଆମେରିକା ଅନ୍ୟ ଦେଶଦ୍ୱାରା ଆଦାୟ କରାଯାଉଥିବା ଶୁଳ୍କ ହାର ସହିତ ମେଳ ଖାଇବ ଏବଂ ଏହା ସମସ୍ତ ଦେଶ ପାଇଁ ଲାଗୁ ହେବ । “ଏବଂ ଅତି…

Read More