Author: Ayesha Debnath

Trump: ଫେବୃଆରି ୧୨ ଓ ୧୩ ତାରିଖରେ ଆମେରିକା ଗସ୍ତରେ ଯିବାକୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବନ୍ଧୁ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳରେ ଦ୍ୱିପାକ୍ଷିକ ସହଯୋଗର ସଫଳତାକୁ ବିକଶିତ କରିବା ପାଇଁ ତାଙ୍କର ଆମେରିକା ଗସ୍ତ ଏକ ସୁଯୋଗ ହେବ । ପ୍ରଧାନମନ୍ତ୍ରୀ ମୋଦୀ ଆଜିଠାରୁ ତିନି ଦିନିଆ ଫ୍ରାନ୍ସ ଗସ୍ତରେ ଯାଉଛନ୍ତି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ଏଆଇ ଆକ୍ସନ ଶିଖର ସମ୍ମିଳନୀର ସହ ଅଧ୍ୟକ୍ଷତା କରିବେ । ଏହାପରେ ସେ ଆମେରିକା ଯିବେ, ଯାହା କି ଜାନୁଆରୀରେ ଟ୍ରମ୍ପ ହ୍ୱାଇଟ୍ ହାଉସ୍ କୁ ଫେରିବା ପରେ ତାଙ୍କର ପ୍ରଥମ ଗସ୍ତ ହେବ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣକ୍ରମେ ଫ୍ରାନ୍ସରୁ ମୁଁ ଦୁଇ ଦିନିଆ ଆମେରିକା ଗସ୍ତରେ ଯିବି। ମୁଁ ମୋର ବନ୍ଧୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭେଟିବାକୁ ଚାହୁଁଛି ।…

Read More