Author: Ayesha Debnath

Swastik Sign: ବେଦରେ ସ୍ୱସ୍ତିକ ଚିହ୍ନର ଅନେକ ବିଶେଷତା ରହିଛି । ସ୍ୱସ୍ତିକ ଚିହ୍ନ ସମଗ୍ର ଜଗତରେ କଲ୍ୟାଣ ଆଣିବା ସହ ଅମରତ୍ୱ ପ୍ରଦାନ କରିଥାଏ। ବୈଦିକ ଋଷିମାନେ ନିଜର ଆଧ୍ୟାତ୍ମିକ ଅନୁଭୂତିକୁ ଆଧାର କରି କିଛି ବିଶେଷ ପ୍ରତୀକ ସୃଷ୍ଟି କରିଥିଲେ । ସ୍ୱସ୍ତିକ ହେଉଛି ସେହି ପ୍ରତୀକମଧ୍ୟରୁ ଅନ୍ୟତମ । ସ୍ୱସ୍ତିକର ୪ଟି ଧାଡ଼ିକୁ ଚାରିବେଦ, ୪ଟି ପୁରୁଷାର୍ଥା, ୪ଟି ଆଶ୍ରମ, ୪ଟି ଲୋକ ଏବଂ ବ୍ରହ୍ମା, ବିଷ୍ଣୁ, ମହେଶ୍ଵର ଓ ଗଣେଶ ଚାରି ଦେବତାଙ୍କ ସହ ତୁଳନା କରାଯାଏ । ସ୍ୱସ୍ତିକକୁ ସୁଖ ଓ ସମୃଦ୍ଧିର ପ୍ରତୀକ ବୋଲି ବିବେଚନା କରାଯାଏ । ଆସନ୍ତୁ ଆଜି ସ୍ୱସ୍ତିକ ବିଷୟରେ ବିସ୍ତୃତ ଭାବେ ଜାଣିବା । ସ୍ୱସ୍ତିକର ମହତ୍ତ୍ୱ ଧାର୍ମିକ ଦୃଷ୍ଟିରୁ ସ୍ୱସ୍ତିକ ଗୁରୁତ୍ୱପୂର୍ଣ୍ଣ । ସ୍ୱସ୍ତିକର ଅର୍ଥ ହେଉଛି ‘ଯାହା କଲ୍ୟାଣ କିମ୍ବା ଶୁଭତା ଆଣିଥାଏ’। ସ୍ୱସ୍ତିକ ଏକ ସ୍ୱତନ୍ତ୍ର ଆକୃତି । କୌଣସି ଶୁଭ କିମ୍ବା…

Read More