Author: Ayesha Debnath

Moringa : ଆପଣ ଦୁର୍ବଳ ଅନୁଭବ କରୁଛନ୍ତି କି ? କିମ୍ବା ଚର୍ମ ଏବଂ କେଶ ନିସ୍ତେଜ ହୋଇଯାଇଛି କି? ଆପଣଙ୍କ ଦୈନନ୍ଦିନ ରୁଟିନରେ ସଜନା ଝୁଇଁକୁ ସାମିଲ କରିଲେ ଆପଣଙ୍କୁ ଆବଶ୍ୟକ ପ୍ରାକୃତିକ ତତ୍ୱ ମିଳିପାରେ । ପ୍ରାୟତଃ ସଜନା ଝୁଇଁକୁ “ଚମତ୍କାର ଗଛ” ବୋଲି କୁହାଯାଏ, ସଜନା ଝୁଇଁରେ ଆବଶ୍ୟକ ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତି, ପ୍ରାଣଶକ୍ତି ଏବଂ ସୁସ୍ଥତାକୁ ସମର୍ଥନ କରିଥାଏ । ସଜନା ଝୁଇଁରେ କ’ଣ ଅଛି? ସଜନା ଝୁଇଁ ହେଉଛି ଏକ ସୁପରଫୁଡ୍ । ସଜନା ଝୁଇଁ ଏହାର ଅବିଶ୍ୱସନୀୟ ପୁଷ୍ଟିକର ତତ୍ୱ ପାଇଁ ସ୍ୱତନ୍ତ୍ର । ସାଧାରଣ ଖାଦ୍ୟର ଉତ୍ସ ତୁଳନାରେ ଏଥିରେ ମୁଖ୍ୟ ପୋଷକ ତତ୍ତ୍ୱ ଯଥେଷ୍ଟ ଅଧିକ ଥାଏ। କ୍ଷୀର ତୁଳନାରେ ୧୭ ଗୁଣ ଅଧିକ କ୍ୟାଲସିୟମ, ଗାଜର ତୁଳନାରେ ୧୦ ଗୁଣ ଅଧିକ ଭିଟାମିନ୍ ଏ, କଦଳୀ ତୁଳନାରେ ୧୫ ଗୁଣ…

Read More