Author: Ayesha Debnath

Pahalgam Terror Attack: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ର କିଏ ରଚିଥିଲା? କିଏ ଆତଙ୍କବାଦୀମାନଙ୍କୁ ପଠାଇଥିଲା? କିଏ ଆତଙ୍କବାଦୀମାନଙ୍କୁ ସାହାଯ୍ୟ କରିଥିଲା? କିଏ ଟଙ୍କା ଯୋଗାଇଥିଲା? କିଏ ଅସ୍ତ୍ରଶସ୍ତ୍ର ଦେଇଥିଲା? ଏହି ଷଡଯନ୍ତ୍ର ଉପରୁ ପରଦା ଉଠାଇଛନ୍ତି ପାକିସ୍ତାନୀ ସେନାର ଜଣେ ପୂର୍ବତନ ଯବାନ। ପାକିସ୍ତାନୀ ସେନାର ପୂର୍ବତନ ସୈନିକ ଆଦିଲ ରାଜା ଦାବି କରିଛନ୍ତି ଯେ, ପହଲଗାମ ଆକ୍ରମଣ ପାକିସ୍ତାନୀ ସେନା ମୁଖ୍ୟ ଆସିମ ମୁନୀରଙ୍କ ନିର୍ଦ୍ଦେଶରେ ହୋଇଛି। ଏହି ଖୁଲାସା ପାକିସ୍ତାନକୁ ଆଉ ଥରେ ଉଲଗ୍ନ କରିଦେଇଛି। ଆଦିଲ ରାଜା ଗୁପ୍ତଚର ସୂତ୍ର ଉଲ୍ଲେଖ କରି ଦାବି କରିଛନ୍ତି ଯେ, ପହଲଗାମ ଆକ୍ରମଣ ଜେନେରାଲ ଆସିମ ମୁନୀରଙ୍କ ଆଦେଶରେ ହୋଇଛି। ମୁନୀର ଜାଣିଶୁଣି ଏହି ଆକ୍ରମଣ କରାଇଛନ୍ତି ଯାହା ଦ୍ୱାରା ତାଙ୍କ ବିରୋଧରେ ଚାଲିଥିବା ମାମଲାଗୁଡ଼ିକୁ ଦବାଇ ଦିଆଯାଇପାରିବ। ପଦ ପାଇଁ ପହଲଗାମରେ ନିରୀହ ଲୋକଙ୍କ ରକ୍ତ ବୋହିଛି। ଆଦିଲ ରାଜାଙ୍କ ମତରେ, ମୁନୀର ପ୍ରଥମେ…

Read More