Author: Ayesha Debnath

Mahashivratri 2025: ମହାପ୍ରଭୁ ଭୋଲେନାଥଙ୍କ ଭକ୍ତମାନେ ମହାଶିବରାତ୍ରୀକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ମହାଶିବରାତ୍ରୀର ଶାବ୍ଦିକ ଅର୍ଥ ହେଉଛି ‘ଶିବଙ୍କ ମହାରାତ୍ରି’। ବିଶ୍ୱାସ ରହିଛି ଯେ, ମହାଶିବରାତ୍ରୀ ବ୍ରତ (ମହାଶିବରାତ୍ରୀ ୨୦୨୫ ବ୍ରତ) ପାଳନ କଲେ ଅବିବାହିତ କନ୍ୟାମାନଙ୍କୁ ତାଙ୍କର ମନପସନ୍ଦର ସ୍ୱାମୀ ଓ ବିବାହିତ ମହିଳାମାନେ ଅନନ୍ତ ସୌଭାଗ୍ୟ ଲାଭ କରିଥାନ୍ତି । ମହାଶିବରାତ୍ରୀ ରାତିର ଉଭୟ ଆଧ୍ୟାତ୍ମିକ ଓ ବୈଜ୍ଞାନିକ ମହତ୍ତ୍ୱ ରହିଛି। ଆସନ୍ତୁ ଜାଣିବା ଫେବୃଆରିରେ କେଉଁ ଦିନ ମହାଶିବରାତ୍ରୀ ବ୍ରତ ପାଳନ ହେବ, ପୂଜା ପାଇଁ ଶୁଭ ସମୟ ଏବଂ ବ୍ରତ କେବେ ଭାଙ୍ଗିବ । ମହାଶିବରାତ୍ରୀ କେବେ ? ଚଳିତ ବର୍ଷ ମହାଶିବରାତ୍ରିର ପବିତ୍ର ପର୍ବ ଫେବ୍ରୁଆରି ୨୬ତାରିଖରେ ପାଳିତ ହେବ। ଏହି ଦିନ ଭଗବାନ ଶିବଙ୍କୁ ଭକ୍ତିର ସହ ପୂଜା କରିବା ଦ୍ୱାରା ଶିବ ଅତ୍ୟନ୍ତ ପ୍ରସନ୍ନ ହେବା ସହ ଭକ୍ତଙ୍କ ସମସ୍ତ ମନୋକାମନା ପୂରଣ ହୋଇଥାଏ । ମହାଶିବରାତ୍ରୀ ରାତିର ଧାର୍ମିକ…

Read More