Author: Ayesha Debnath

Falgun Month 2025: ଆରମ୍ଭ ହୋଇଛି ଫାଲଗୁନ ମାସ । ଏଥର ଫାଲଗୁନ ଫେବୃଆରି ୧୩ରୁ ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ଚାଲିବ। ଫାଲଗୁନ ମାସ ହିନ୍ଦୁ କ୍ୟାଲେଣ୍ଡରର ଶେଷ ମାସ ଅଟେ । ଏହି ମାସର ପୂର୍ଣ୍ଣିମା ଫାଲଗୁନି ନକ୍ଷତ୍ରମଣ୍ଡଳ ଅଧୀନରେ ଆସୁଥିବାରୁ ଏହାର ନାମ ଫାଲଗୁନ ରଖାଯାଇଛି । ଏହାକୁ ଆନନ୍ଦ ଓ ସୁଖର ମାସ ବୋଲି କୁହାଯାଏ । ଧୀରେ ଧୀରେ ଏହି ମାସରେ ତାତି ଆରମ୍ଭ ହେବା ସହ ଥଣ୍ଡା କମିବା ଆରମ୍ଭ ହୋଇଥାଏ। ବସନ୍ତର ପ୍ରଭାବରେ ପ୍ରେମ ଓ ସମ୍ପର୍କରେ ଉନ୍ନତି ଆସିବା ଆରମ୍ଭ ହୋଇଥାଏ। ଆସନ୍ତୁ ଫାଲଗୁନର ମହତ୍ତ୍ୱ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିବା । ଫାଲଗୁନରେ ପର୍ବପର୍ବାଣୀ ଓ ବ୍ରତ ଫାଲଗୁନ ଶୁକ୍ଳ ଅଷ୍ଟମୀରେ ମା’ ଲକ୍ଷ୍ମୀ ଓ ମା’ ସୀତାଙ୍କୁ ପୂଜା କରିବାର ବିଧି ରହିଛି। ଭଗବାନ ଶିବଙ୍କ ଆରାଧନା ପାଇଁ ସମର୍ପିତ ଶିବରାତ୍ରୀର ମହାନ ପର୍ବ ଫାଲଗୁନର କୃଷ୍ଣ ଚତୁର୍ଦ୍ଦଶୀରେ…

Read More