Author: Ayesha Debnath

Ranveer Allahbadia : ରିୟାଲିଟି ସୋ’ ‘ଇଣ୍ଡିଆଜ୍ ଗଟ୍ ଲ୍ୟାଟେଣ୍ଟ’ରେ ଅଶ୍ଳୀଳ ମଜାକକୁ ନେଇ ୟୁଟ୍ୟୁବର ରଣବୀର ଆଲ୍ଲାବାଦିଆଙ୍କ ବିରୋଧରେ ଏକାଧିକ ଏଫ୍ଆଇଆର୍ ରୁଜୁ କରିବା ବିରୋଧରେ ସେ ଶୁକ୍ରବାର ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ରଣବୀର ଆଲ୍ଲାବାଦିଆଙ୍କ ପକ୍ଷରୁ ଆଇନଜୀବୀ ଅଭିନବ ଚନ୍ଦ୍ରଚୂଡ଼ ମାମଲାର ତୁରନ୍ତ ଶୁଣାଣି କରିବାକୁ ଦାବି କରିଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖନ୍ନା ଏହି ମାମଲାର ତୁରନ୍ତ ଶୁଣାଣି କରିବାକୁ ମନା କରି ଦେଇଛନ୍ତି ଏବଂ କହିଛନ୍ତି ଯେ ପ୍ରକ୍ରିୟା ଅନୁଯାୟୀ ମାମଲାର ଶୁଣାଣି କରାଯିବ। ମହାରାଷ୍ଟ୍ର ସାଇବର ସେଲ୍, ମୁମ୍ବାଇ ପୁଲିସ ଏବଂ ଆସାମ ପୁଲିସ ଆଲ୍ଲାବାଦିଆ ଏବଂ ଅନ୍ୟମାନଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ପରେ ସେମାନଙ୍କୁ ସମନ ଜାରି କରିଛନ୍ତି। ୟୁଟ୍ୟୁବ ସୋ’କୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ନେଇ ମହାରାଷ୍ଟ୍ର ସାଇବର ବିଭାଗ ଆଲ୍ଲାବାଦିଆ ଏବଂ ଅନ୍ୟ ୨୯ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଅନ୍ୟପକ୍ଷରେ ମୁମ୍ବାଇ…

Read More