Author: Ayesha Debnath

MONEY PLANT: ବାସ୍ତୁଶାସ୍ତ୍ର ଅନୁସାରେ ଘରେ ମନି ପ୍ଲାଣ୍ଟ ଲଗାଇବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧି ଆସିଥାଏ, କାରଣ ମନି ପ୍ଲାଣ୍ଟକୁ ସକାରାତ୍ମକ ଶକ୍ତିର ଗଛ ଭାବେ ବିବେଚନା କରାଯାଏ । ଏହାବ୍ୟତୀତ ମନି ପ୍ଲାଣ୍ଟ ଧନ ସମ୍ପତ୍ତି ଘରେ ଆଣିଥାଏ ବୋଲି ବିବେଚନା କରାଯାଏ । ତେବେ କେତେଜଣ ଏହାକୁ ବଜାରରୁ କିଣି ଘରେ ଲଗେଇଥାନ୍ତି ତ ପୁଣି କେତେଜଣ ମନି ପ୍ଲାଣ୍ଟକୁ ଚୋରି କରି ଘରେ ଲଗେଇଥାନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ ଚୋରି କରି ମନି ପ୍ଲାଣ୍ଟ ଲଗାଇବା ଉଚିତ ନୁହେଁ। ଆସନ୍ତୁ ଏହାର କାରଣ ବିସ୍ତୃତ ଭାବରେ ବୁଝିବା । ଆପଣ ଅନେକ ଲୋକଙ୍କଠାରୁ ଶୁଣିଥିବେ ଯେ ମନି ପ୍ଲାଣ୍ଟକୁ ଚୋରି କରି ଲଗେଇବା ଦ୍ୱାରା ଶୁଭ ହେବା ସହ ଆର୍ଥିକ ଲାଭ ମଧ୍ୟ ମିଳିଥାଏ । ଏହାକୁ ବିଶ୍ୱାସ କରି ଅଧିକାଂଶ ଲୋକ ଧନ ଓ ସମ୍ବଳର ଅଭାବ ନଥିବା ଘରୁ ମନି ପ୍ଲାଣ୍ଟକୁ ଚୋରି କରି…

Read More