Author: Ayesha Debnath

Hostel Life: ପିଲାବେଳେ ଆମ ସମସ୍ତଙ୍କୁ ସ୍କୁଲ ବା ଘରେ ନିଶ୍ଚୟ ପଚାରିଥିବେ, ଯେ ତମେ ବଡ଼ ହୋଇ କ’ଣ ହେବ ? ଆମେ ମଧ୍ୟ ସେତେ ଉତ୍ସାହର ସହ କହୁ, ମୁଁ ବଡ଼ ହୋଇ ଡାକ୍ତର ହେବି, ଟିଚର ହେବି, ଇଞ୍ଜିନିୟର ହେବି। ସେହି ଛୋଟ ଛୋଟ ଆଖିରେ ଅନେକ ବଡ଼ ବଡ଼ ସ୍ୱପ୍ନ ନେଇ ଆମେ ଆସିଥାଉ ଗାଁ ରୁ ସହରକୁ । ନିଜ ସ୍ୱପ୍ନକୁ ବାସ୍ତବତାର ଛୁଆଁ ଦେବାପାଇଁ ଅନେକ ପରିଶ୍ରମ ମଧ୍ୟ କରୁ । ସ୍କୁଲ ସରିବା ପରେ ଛୋଟ ଛୋଟ କାନ୍ଧରେ ବଡ଼ ବଡ଼ ସ୍ୱପ୍ନର ବୋଝ ନେଇ ଗାଁରୁ ଚାଲି ଆସୁ ସହରରେ। ସହରରେ ଥିବା ବଡ଼ କଲେଜ, ବିଲଡିଂ, ବିଭିନ୍ନ ପ୍ରକାରର ଜିନିଷ ଆମକୁ ନେଇ ଯାଏ ଏକ ରଙ୍ଗୀନ ଦୁନିଆକୁ। ପ୍ରଥମେ ପ୍ରଥମେ ତ ଏହି ରଙ୍ଗୀନ ଦୁନିଆ ଆମକୁ ବେଶ ଭଲଲାଗେ। ହେଲେ ବାସ୍ତବତାର ଚୋଟ ବେଳେବେଳେ ଆମକୁ…

Read More