Author: Ayesha Debnath

Valentine Agreement: ଆଜି ଭାଲେଣ୍ଟାଇନ୍ସ ଡେ’ । ଆଜିର ଦିନରେ ନିଜ ପାର୍ଟନରଙ୍କ ପ୍ରତି ନିଜର ଭଲପାଇବା ଦେଖାଇବା ପାଇଁ ଅନେକ ନୂଆ ନୂଆ ଉପାୟ ଖୋଜୁଛନ୍ତି । ଭାଲେଣ୍ଟାଇନ୍ସ ସପ୍ତାହର ସ୍ୱତନ୍ତ୍ର ଦିନରେ କେହି କେହି ନିଜ ପାର୍ଟନରଙ୍କୁ ଗୋଲାପ ଓ ଚକୋଲେଟ୍ ଦେଉଥିବା ବେଳେ ଆଉ କେହି ନିଜ ପାର୍ଟନରଙ୍କୁ ଆଶ୍ଚର୍ଯ୍ୟ କରିବା ପାଇଁ କିଛି ଅଜବ ଉପାୟ ଆପଣାଉଛନ୍ତି । ଯାହା ଦୁହିଁଙ୍କ ପାଇଁ ଏହି ଦିନକୁ ଆହୁରି ସ୍ପେସିଆଲ ବନେଇ ଦିଏ । ଆଜି ଆପଣ ପ୍ରତ୍ୟେକ ଭଲପାଇବା ଜାଗା (Love Spot)ରେ ଯୁବକଯୁବତୀଙ୍କୁ କିଛି ଭଲପାଇବାର ମୁହୂର୍ତ୍ତ ଅତିବାହିତ କରୁଥିବାର ଦେଖି ପାରିବେ । ନିକଟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଏକ ଭାଲେଣ୍ଟାଇନ୍ସ ଚୁକ୍ତି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ତାଙ୍କ ହସ ରୋକି ପାରୁନାହାନ୍ତି। ଏକ ବିବାହିତ ଦମ୍ପତି ନିଜର ବୈବାହିକ ଜୀବନରେ ରୋମାଞ୍ଚ ଆଣିବା ପାଇଁ ନୋଟାରୀ କାଗଜରେ…

Read More