Author: Ayesha Debnath

Chernobyl: ଆମ ପୃଥିବୀରେ ଅନେକ ରହସ୍ୟମୟ ସ୍ଥାନ ରହିଛି । ଯାହା ବିଷୟରେ ଆମେ ଏ ପର୍ଯ୍ୟନ୍ତ ଅବଗତ ହୋଇ ପାରିନାହୁଁ। ଏପରି ଅନେକ ସ୍ଥାନ ରହିଛି ଯେଉଁଠାରେ ଯିବା ପାଇଁ ଆଜିବି ଲୋକମାନେ ଡରୁଛନ୍ତି । ସେହିପରି ଏମିତି ଅନେକ ସ୍ଥାନ ଅଛି ଯାହାର ସୌନ୍ଦର୍ଯ୍ୟକୁ ଅନୁଭବ କରିବା ପାଇଁ ଲୋକମାନେ ଅନେକ ରାସ୍ତା ଅତିକ୍ରମ କରି ଆସିଥାନ୍ତି । ହେଲେ ଆପଣ ଦୁନିଆର ଏପରି ସ୍ଥାନ ବିଷୟରେ ଶୁଣିଛନ୍ତି କି, ଯେଉଁଠାରେ ପହଞ୍ଚିବା ପରେ ମାତ୍ର ୧୦ ମିନିଟରେ ଆପଣଙ୍କ ଶରୀର ତରଳିବା ଆରମ୍ଭ କରିବ। ଆମେ ଆପଣଙ୍କୁ ଦୁନିଆର ସେହି ସ୍ଥାନ ବିଷୟରେ କହୁଛୁ ଯେଉଁଠି ଅନେକ ଦଶନ୍ଧି ପୂର୍ବେ ଘଟିଥିବା ଏକ ଘଟଣା ଆଜି ବି ସମସ୍ତଙ୍କୁ ସେଠାକୁ ଯିବାକୁ ଡରାଉଛି । ସମଗ୍ର ବିଶ୍ୱର ଦେଶମାନେ ନିରନ୍ତର ପ୍ରଗତି କରୁଛନ୍ତି ଏବଂ ନିଜକୁ ସଶକ୍ତ କରିବା ପାଇଁ ପ୍ରୟାସ କରୁଛନ୍ତି । ଏହି ପରିପ୍ରେକ୍ଷୀରେ…

Read More