Author: Ayesha Debnath

Vastu Tips: ଏପରି ଅନେକ ପିଲା ଅଛନ୍ତି ଯେଉଁମାନେ କି ପାଠ ପଢ଼ିବା ପାଇଁ ଭଲପାଆନ୍ତି ନାହିଁ । ଘରେ ଏବଂ ସ୍କୁଲରେ ଅନେକ ଚେଷ୍ଟା ପରେ ମଧ୍ୟ ସେମାନେ ପାଠ ପଢ଼ାରେ ମନ ଦେଇ ପାରନ୍ତି ନାହିଁ । ଯେଉଁଥିପାଇଁ ସେମାନେ ପରୀକ୍ଷାରେ କମ ନମ୍ବର ରଖିବା ସହ ଭବିଷ୍ୟତରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏଭଳି ପରିସ୍ଥିତିରେ କେବଳ ପାଠ ପଢ଼ା ନୁହଁ ଆମକୁ ଆମ ପରିବେଶ ଉପରେ ମଧ୍ୟ ଧ୍ୟାନ ଦେବାକୁ ହେବ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏପରି କିଛି ଜିନିଷ ଅଛି, ଯାହାକୁ ଘରେ ରଖିଲେ ପିଲାଙ୍କର ପାଠପଢ଼ାରେ ଉନ୍ନତି ଆସିଥାଏ । ଏହି ଜିନିଷଗୁଡ଼ିକୁ ପିଲାଙ୍କ ପଢ଼ା ଘରେ ରଖିଲେ ତାଙ୍କ ମନ ବିଚଳିତ ନ ହେବା ସହ ସହ ପାଠପଢ଼ାରେ ମଧ୍ୟ ମନ ଲାଗିଥାଏ। ମୟୂର ପୁଚ୍ଛ ବା ପର: ଘରେ ମୟୂର ପୁଚ୍ଛ ରଖିବା ଦ୍ୱାରା ଅନେକ ଲାଭ ମିଳିଥାଏ ।…

Read More