Author: Ayesha Debnath

Liquor Sale in Odisha since last 24 years: ୨୦ ବର୍ଷ ହେଲା ନବୀନ ପଟ୍ଟନାୟକଙ୍କ ଶାସନରେ ଲୋକଙ୍କୁ ମାତାଲି କରି ଭୋଟ୍‍ ହାତେଇଥିଲା। ନିଶା ମାଧ୍ୟମରେ ରାଜ୍ୟବାସୀଙ୍କୁ ସହଜ ନିଦ ଦେଇଥିବା ନବୀନ ସରକାର ରାଜ୍ୟର କିଛି ଆଦିବାସୀ ଅଞ୍ଚଳରେ ପାରମ୍ପରିକ ମଦ ଭାଟିକୁ ମଧ୍ୟ ଭାଙ୍ଗି ସେମାନଙ୍କ ବେଉସା ଉଜୁଡ଼ାଇଥିଲା। ଦିନକ ପରେ ସୋମବାର ଆସନ୍ତା ବର୍ଷ ପାଇଁ ରାଜ୍ୟର ସାମାଜିକ ଓ ଅର୍ଥନୀତି କ’ଣ ହେବ ତାହାର ରୂପରେଖକୁ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟର ଅର୍ଥମନ୍ତ୍ରୀ ବଜେଟ୍‍ ଆକାରରେ ଉପସ୍ଥାପନ କରିବାକୁ ଯାଉଛନ୍ତି। କିନ୍ତୁ ଏହା ପୂର୍ବରୁ ସରକାର ଶନିବାର ବିଧାନସଭାରେ ଯେଉଁ ତଥ୍ୟ ଉପସ୍ଥାପନ କରିଛନ୍ତି ତାହା ରାଜ୍ୟବାସୀଙ୍କୁ ଚକିତ କରିଛି। ତଥ୍ୟ ହେଉଛି ମଦକୁ କେନ୍ଦ୍ର କରି ରାଜ୍ୟର ଅର୍ଥନୀତି କଥା। ରାଜ୍ୟବାସୀଙ୍କୁ ମାତାଲି କରିବା କଥା ତଥା ମଦ ବିରୁଦ୍ଧରେ ସଚେତନତା ସୃଷ୍ଟି କରୁଥିବା ସରକାରଙ୍କ ମଦ ଉପରେ ନିର୍ଭରଶୀଳତା କଥା। ହଁ,…

Read More