Author: Ayesha Debnath

Chaturmukhi Rudraksha: ସାଧାରଣତଃ ରୁଦ୍ରାକ୍ଷ ବିଷୟରେ ଆମେ ସମସ୍ତେ ଅଳ୍ପ ବେଶି ତଥ୍ୟ ଜାଣିଥାଉ। ଆଗକୁ ଆସୁଛି ପରୀକ୍ଷା। ଏହି ପାଇଁ ପିଲାମାନଙ୍କ ସହ ପରିବାର ଲୋକେ ମଧ୍ୟ ଚିନ୍ତିତ ଥିବେ। ନିୟଜ ପିଲାର ସ୍ମରଣ ଶକ୍ତି ବଢାଇବା ପାଇଁ ତାଙ୍କୁ ଚାରିମୁଖୀ ରୁଦ୍ରାକ୍ଷର ମହତ୍ୱ ବିଷୟରେ କୁହନ୍ତୁ ଏବଂ ତାଙ୍କୁ ପିନ୍ଧିବାକୁ ଦିଅନ୍ତୁ। ଏହାକୁ ପିନ୍ଧିବା ଦ୍ୱାରା ଆପଣ ମଧ୍ୟ ସଫଳତା ପାଇ ପାରିବେ । ଆଜିର ସମୟରେ ମଧ୍ୟ ଅନେକ ଲୋକଙ୍କୁ ଏହାକୁ ବିନ୍ଧିଥିବାର ଦେଖାଯାଏ । ହେଲେ ଅନେକ ଲୋକ ଏହାକୁ ପିନ୍ଧିବାର ମହତ୍ୱ ଏବଂ ଲାଭ ବିଷୟରେ ଜାଣି ନାହାନ୍ତି । ଆଜି ଆପଣଙ୍କୁ ଆମେ ଚାରିମୁଖୀ ରୁଦ୍ରାକ୍ଷ ବିଷୟରେ କହିବୁ। ହିନ୍ଦୁ ଧର୍ମରେ ରୁଦ୍ରାକ୍ଷର ଅନେକ ମହତ୍ୱ ରହିଛି । କୁହାଯାଏ ରୁଦ୍ରାକ୍ଷର ଉତ୍ପତ୍ତି ଭଗବାନ ଶିବଙ୍କ ଆଖିର ପାଣିରୁ ହୋଇଛି । ରୁଦ୍ରାକ୍ଷ ଆଧ୍ୟାତ୍ମିକତା ଏବଂ ଦୈବ ଶକ୍ତିର ଆଧାର । ବିଜ୍ଞାନରେ…

Read More