Author: Ayesha Debnath

Ram Mandir: ଦିନକୁ ଦିନ ଅଯୋଧ୍ୟାରେ ରାମଲଲାଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି । ପ୍ରାଣ ପ୍ରତିଷ୍ଠା ପରେ ତାଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଲୋକମାନେ ଅସୁଛନ୍ତି । ସବୁବେଳେ ତାଙ୍କ ଦରବାରରେ ଭକ୍ତମାନଙ୍କର ଜବରଦସ୍ତ ଭିଡ଼ ଦେଖିବାକୁ ମିଳୁଛି । ଅନ୍ୟପଟେ ମହାକୁମ୍ଭ ପାଇଁ ରାମ ମନ୍ଦିରରେ ଲକ୍ଷ ଲକ୍ଷ ଲୋକ ଦର୍ଶନ ପାଇଁ ପହଁଚୁଛନ୍ତି । ପ୍ରାଣ ପ୍ରତିଷ୍ଠା ପର ଠାରୁ ଏବେ ପର୍ଯ୍ୟନ୍ତ ରାମଲଲାଙ୍କୁ ତାଙ୍କ ଭକ୍ତମାନେ ମନଖୋଲି ଦାନ କରିଛନ୍ତି । ଚାହୁଁ ଚାହୁଁ ଦାନ ପାଇବାରେ ବା ଆର୍ଥିକ ସହାୟତାରେ ରାମ ମନ୍ଦିର ଦେଶର ତୃତୀୟ ସବୁଠାରୁ ବଡ଼ ଧର୍ମ ସ୍ଥଳ ପାଲଟିଛି । ଆସନ୍ତୁ ଜାଣିବା ବର୍ଷରେ ଏହି ମନ୍ଦିରରେ କେତେ ଦାନ ମିଳିଥାଏ । ଆର୍ଥିକ ସହାୟତାରେ ରାମ ମନ୍ଦିର ଶିରଡ଼ି ଏବଂ ବୈଷ୍ଣୋ ଦେବୀକୁ ପକେଇଲା ପଛରେ ଅଯୋଧ୍ୟାରେ ନାଵ ନିର୍ମିତ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ୨୨ ଜାନୁଆରି ୨୦୨୪…

Read More