Author: Ayesha Debnath

Viral: ବେଙ୍ଗାଲୁରୁର ଜଣେ ଇଞ୍ଜିନିୟର, ଯିଏ କି ୨ ବର୍ଷରୁ ଗୋଟିଏ ଚାକିରୀ ପାଇଁ ସଂଘର୍ଷ କରୁଛନ୍ତି । ନିଜ ପରିସ୍ଥିତିରୁ ହାରି ଏପରି ଲେଖିଲେ ସୋସିଆଲ ମିଡ଼ିଆରେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଦେଶରେ ବେକାରୀ ସମସ୍ୟା ଏବେ ଚରମ ସୀମାରେ ପହଂଚି ସାରିଛି । ଲୋକଙ୍କ ପାଖରେ ଉଚ୍ଚ ରୁ ଉଚ୍ଚ ଡିଗ୍ରୀ ଥିବା ପରେ ମଧ୍ୟ ସେମାନେ ବେକାର ବୁଲୁଛନ୍ତି । ବର୍ତ୍ତମାନ ପରିସ୍ଥିତି ଏଭଳି ଉପୁଜିଛି ଯେ , ଲୋକମାନେ ତାଙ୍କ ଜୀବନରେ ସମସ୍ତ ଆଶା ଛାଡି ଦେବାକୁ ଆରମ୍ଭ କରିଛନ୍ତି । ଏମିତି ଅନେକ ସମୟରେ ଏହି ମାମଲାରେ ଅନେକ ଚର୍ଚ୍ଚା ହେଉଥିବା ବେଳେ, ବର୍ତ୍ତମାନ ଏପରି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କ ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଛି । ନିକଟରେ ବେଙ୍ଗାଲୁରୁର ଜଣେ ୨୩ ବର୍ଷୀୟ ଟେକ ଗ୍ରାଜୁଏଟ କରିଥିବା ଯୁବକ ରେଡଡିଟ (Reddit) ୱେବସାଇଟରେ ନିଜ…

Read More