Author: Ayesha Debnath

Dessert: ମିଠା ଖାଇବାକୁ ଛୋଟ ଠୁ ବଡ଼ ସମସ୍ତେ ପସନ୍ଦ କରନ୍ତି । ବଜାରରେ ବିକ୍ରି ହେଉଥିବା ବିଭିନ୍ନ ମିଠା ମୁହଁ କୁ ତ ଭଲ ଲାଗେ ହେଲେ ଆମ ପକେଟକୁ ଖାଲି କରିଦିଏ । ଆଜି ଆମେ ଆପଣଙ୍କୁ ବିଭିନ୍ନ ପ୍ରକାରର ମିଠା ବିଷୟରେ କହିବୁ ଯାହାକୁ ଆପଣ ନିଜ ଘରେ ଅତି ସହଜରେ ତିଆରି କରି ପାରିବେ ବହୁତ ହିଁ କମ ପଇସାରେ । କୁହନ୍ତି, ”ଆଦମି କା ଦିଲ କା ରାସ୍ତା ଉସକେ ପେଟ ସେ ହୋ କର ଜାତା ହେ” । ହେଲେ କେବଳ ସ୍ୱାମୀ ପାଇଁ କାହିଁକି ଏହି ସବୁ ଟେଷ୍ଟି ଟେଷ୍ଟି ମିଠା ଆପଣ ଆପଣଙ୍କ ପତ୍ନୀ ବା ପ୍ରିୟଜନଙ୍କ ପାଇଁ ମଧ୍ୟ ତିଆରି କରି ପାରିବେ । ସାଥିରେ ବସି ଖାଇବା କେବଳ ଏକ ସୁଯୋଗ ନୁହେଁ ବରଂ ମଧୁର ମୁହୂର୍ତ୍ତକୁ ମନେ ରଖିବାର ମଧ୍ୟ ଏକ ସୁଯୋଗ । ଏହାକୁ…

Read More