Author: Ayesha Debnath

Divorced women: ଆଜି ଦୁନିଆ ପ୍ରେମ ପାଇଁ ଭୋକିଲା; ଚାହିଁବା ପାଇଁ ଭୋକିଲା , ଭଲ ପାଇବା ପାଇଁ ଭୋକିଲା। – ମଦର ଟେରେସା ଆଜିକାଲିର ସମୟରେ ପ୍ରେମ ଖୋଜିବା ଏକ ଚାଲେଞ୍ଜ। ପ୍ରକୃତରେ ଏହା ସତ କି ? ଏହା ଏକ ଯାଦୁକରୀ ଅନୁଭବ। କିନ୍ତୁ ପ୍ରେମର ଏହି ସନ୍ଧାନରେ ଛାଡ଼ପତ୍ର ପ୍ରାପ୍ତ ପୁରୁଷଙ୍କ ପାଇଁ ମହିଳାଙ୍କ ତୁଳନାରେ ସହଜ ହୋଇଥାଏ କି? ୨୫ରୁ ୪୪ ବର୍ଷ ବୟସର ୬୫.୪% ମହିଳା ଏବଂ ୩୪.୫% ପୁରୁଷଙ୍କ ଉପରେ ଆଧାରିତ ଏକ ସର୍ଭେରୁ ଜଣାପଡିଛି ଯେ ୬୦% ଉତ୍ତରଦାତା କହିଛନ୍ତି ଯେ, ତାଙ୍କୁ ସଠିକ୍ ବ୍ୟକ୍ତି ନ ମିଳିବା କାରଣରୁ ସେମାନେ ସମ୍ପର୍କରେ ନାହାନ୍ତି । ଜୀବନ ଯେତିକି ଚ୍ୟାଲେଞ୍ଜିଂ ହେଉଛି, ସାଥୀ ଖୋଜିବା ମଧ୍ୟ ସେତେ ଚ୍ୟାଲେଞ୍ଜିଂ ହୋଇ ଚାଲିଛି। ସବୁଠାରୁ ବଡ଼ କଥା ହେଉଛି, ଯଦି ୨୦୨୫ରେ ଆପଣଙ୍କ ଛାଡ଼ପତ୍ର ହୋଇଯାଏ, ତେବେ ଲୋକମାନେ ସେମାନଙ୍କର ଖୋଲା ମନରରେ ମଧ୍ୟ…

Read More