Author: Ayesha Debnath

ICC CHAMPIONS TROPHY 2025: ଚାମ୍ପିଅନ୍ସ ଟ୍ରଫି ୨୦୨୫ ରେ ଟିମ୍ ଇଣ୍ଡିଆ ଭାରତ ବନାମ ବାଂଲାଦେଶ ମ୍ୟାଚ୍ ରେ ୬ ୱିକେଟ୍ ଜିତିଥିଲା।  ଚାମ୍ପିଅନ୍ସ ଟ୍ରଫିର ଦ୍ବିତୀୟ ମ୍ୟାଚରେ ବାଂଲାଦେଶକୁ ୬ ଓ୍ବିକେଟରେ ପରାସ୍ତ କଲା ଟିମ୍‌ ଇଣ୍ଡିଆ । ଦୁବାଇ ଇଣ୍ଟରନେସନାଲ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ୍‌ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଥିଲା ବାଂଲାଦେଶ । ୪୯.୪ ଓଭରରେ ଦଳ ସମସ୍ତ ଓ୍ବିକେଟ ହରାଇ ୨୨୮ରନ କରିଥିଲା । ଜବାବରେ ଭାରତ ୪୬.୩ ଓଭରରେ ୪ ଓ୍ବିକେଟ ହରାଇ୨୩୧ ରନ କରି ବିଜୟୀ ହୋଇଛି । ୨୨୯ରନ୍‌ର ଟାର୍ଗେଟକୁ ପିଛା କରି ଭାରତୀୟ ଦଳ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଏବଂ ଶୁଭମନ ଗିଲ୍ ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ । ଦୁଇ ଓପନର ଆରମ୍ଭରୁ ଧମାକାଦାର ପାଳି ଆରମ୍ଭ କରିଥିଲେ । ତେବେ ଏହି ବିଜୟୀର ଓପନର ହିରୋ…

Read More