Author: Ayesha Debnath

Gold Rate: ପ୍ରତିଦିନ ବଦଳୁଛି ସୁନା ଓ ରୂପା । ଧୀରେ ଧୀରେ ଆକାଶଛୁଆଁ ହୋଇଛି ସୁନା ଦର । ଏବେ ପରିସ୍ଥିତି ଏପରି ହେଲାଣି ଯେ, ସୁନା କିଣିବା ତ ଦୂରର କଥା ସୁନା ଧରିବାକୁ ବି ଡର ଲାଗୁଛି। ଲୋକମାନଙ୍କର ଚାହିଦା ସହିତ ସୁନା ଦର ମଧ୍ୟ ବଢୁଛି । ସୁନା ଓ ରୂପା ମୂଲ୍ୟ କ୍ରମାଗତ ଭାବେ ବଦଳୁଛି। ସାଧାରଣତଃ ଶୁଦ୍ଧ ଅଳଙ୍କାର କହିଲେ ଆମେ ୨୨ କ୍ୟାରେଟ୍ ଏବଂ ୨୪ କ୍ୟାରେଟ ସୁନା କଥା ଭାବୁ । ୨୨ କ୍ୟାରେଟ୍ ସୁନା ୯୧.୬ ପ୍ରତିଶତ ଶୁଦ୍ଧ ହୋଇଥାଏ । ସେଥିପାଇଁ ଯେତେବେଳେ ବି ଆପଣ ଅଳଙ୍କାର କିଣିବେ ସେଥିରେ ଥିବା ହଲମାର୍କ ନିଶ୍ଚୟ ଦେଖନ୍ତୁ। ଯଦି ଆପଣ ଆଜି ବଜାରରେ ସୁନା ଏବଂ ରୁପା କିଣିବାକୁ ଯାଉଛନ୍ତି ତେବେ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ। କାରଣ ଆଜି ସୁନା ଦର ବୃଦ୍ଧି ପାଇଛି। ଆଜି ଭାରତୀୟ…

Read More