Author: Ayesha Debnath

Jhalmudhi: ଯଦି ଆମେ ଖାଇବା ବିଷୟରେ କହିବା, ତେବେ କୋଲକାତାକୁ କିପରି ଭୁଲିପାରିବା? ପଶ୍ଚିମବଙ୍ଗ ବା କୋଲକାତା ଯେତେ ତା’ର ପର୍ଯ୍ୟଟନସ୍ଥଳୀ ପାଇଁ ଲୋକପ୍ରିୟ ସେତେ ହିଁ ସେଠାରେ ମିଳୁଥିବା ଖାଇବା ପାଇଁ ପ୍ରସିଦ୍ଧ। ଆଉ କୋଲକାତା ମାନେ, ମନେ ପଡ଼ିଯାଏ ବେଶ ପ୍ରସଦ୍ଧ ଝାଲମୁଢ଼ି କଥା। ଏହା ଖାଇବାରେ ଯେତେ ଟେଷ୍ଟି ଦେଖିବା ପାଇଁ ସେତେହିଁ ରଙ୍ଗୀନ । ତେବେ ଏହି ଝାଲମୁଢ଼ି କେବଳ ଭାରତରେ ସୀମିତ ନୁହେଁ। ଏହାର ଆଲୋଚନା ଏବେ ଲଣ୍ଡନରେ ମଧ୍ୟ ଚାଲିଛି। ଲଣ୍ଡନର ଜଣେ ବ୍ୟକ୍ତି ଝାଲମୁଢ଼ିକୁ ଠିକ କୋଲକାତା ଷ୍ଟାଇଲରେ ବିକ୍ରି କରିବାର ଦେଖିବାକୁ ମିଳିଛି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି। ସେହି ବ୍ୟକ୍ତି ଜଣକ ଲଣ୍ଡନର ବାସିନ୍ଦା। ପୂର୍ବରୁ ବ୍ୟକ୍ତି ଜଣକ ସେଠାରେ ଅନ୍ୟ କାମ କରୁଥିଲେ ଏବଂ ପରେ ସେ ଚାକିରି ଛାଡି ଝାଲମୁଢ଼ି ବିକିବା ଆରମ୍ଭ କରିଥିଲେ। ଏଥିରୁ ଆମେ ଜାଣିପାରିବା…

Read More