Author: Ayesha Debnath

History Of Mahashivaratri: ରାତି ପାହିଲେ ମହାଶିବରାତ୍ରି । ସନାତନ ଧର୍ମର ଏହା ଏକ ବଡ଼ ପର୍ବ । ଶିବରାତ୍ରିରରେ ଉଜାଗର ହୋଇ ଦୀପ ଜାଳିଥାନ୍ତି ଭକ୍ତମାନେ। ସେଥିପାଇଁ ଏହାକୁ ଜାଗର ମଧ୍ୟ କୁହାଯାଏ। ଚଳିତବର୍ଷ ୨୬ ଫେବୃଆରୀ ୨୦୨୫ ବୁଧବାର ଦିନ ମହାଶିବରାତ୍ରି ପାଳନ କରାଯିବ । ଏହି ଦିନ ଭଗବାନ ଶିବଙ୍କୁ ଭକ୍ତିର ସହ ପୂଜା କରିବା ଦ୍ୱାରା ସମସ୍ତଙ୍କ ମନ କାମନା ପୁରଣ ହୋଇଥାଏ । ଦିନ ତମାମ ଉପବାସ ରହିବା ପରେ ରାତ୍ରିରେ ଚାରି ପ୍ରହର ପୂଜା ଆରାଧନା କରାଯାଏ। ଭକ୍ତିରେ ଶିବଲିଙ୍ଗ ସ୍ଥପନା କରି ପଞ୍ଚାମୃତରେ ସ୍ନାନ କରାଇ ବେଲ ପତ୍ର, ଫୁଲପଳ ସମର୍ପଣ କରି, ଶିବ ମନ୍ତ୍ରରେ ମୋହ କରି ପ୍ରତି ପ୍ରହରରେ ଅର୍ଘ୍ୟ ଦେଇ ଅନାହାର ଓ ଉଜାଗର ରହି ଯିଏ ପୂଜା କରିଲେ ସେ ଭଗବାନ ଶିବଙ୍କ କୃପା ବଳରେ ପରମ ସୌଭାଗ୍ୟ ଲାଭ କରେ ଏବଂ ଅନ୍ତକାଳ ପରେ…

Read More