Author: Ayesha Debnath

Grey Divorce: ରେଡ୍, ହ୍ୱାଇଟ୍ ଭଳି ଗ୍ରେ ମଧ୍ୟ ଗୋଟିଏ ରଙ୍ଗ। କିନ୍ତୁ ଏହି ଗ୍ରେ ଶବ୍ଦ ସହିତ ଯଦି ଡିଭୋର୍ସକୁ ଯୋଡ଼ି ଆଉ ଏକ ଶବ୍ଦ ତିଆରି ହୁଏ ତେବେ ଆପଣ କଣ ଏହାକୁ ସହଜରେ ବୁଝି ପାରିବେ କି। ହୁଏତ ନା। କାରଣ ଅନେକଙ୍କ ପାଇଁ ଏହା ଅବୁଝା ଓ ଅଶୁଣା। ଏମିତିରେ ବି ଭାରତୀୟ ଭାଷାରେ ଡିଭୋର୍ସର କୌଣସି ଆକ୍ଷରିକ ଅର୍ଥ ନାହିଁ। କାହିଁକି ନା ଭାରତରେ ବିବାହର ଅର୍ଥ ହେଲା ସାତ ଜନ୍ମର ସାଥି। ଏଥିରେ ଗୋଟିଏ ଜନ୍ମରେ ହାତ ଛାଡ଼ିବାର ପ୍ରଶ୍ନ ଉଠେ ନାହିଁ। ଡିଭୋର୍ସର ଅନୁବାଦ କରିବାକୁ ଯାଇ ଆମେ ଛାଡ଼ପତ୍ର କିମ୍ବା ବିବାହ ବିଛେଦ କହୁ। ସତ ହେଉଛି ଏଗୁଡିକ ପାଶ୍ଚାତ୍ୟ ସଂସ୍କୃତି ସମ୍ପର୍କରେ ଆସିବା ପରେ ସୃଷ୍ଟି ହୋଇଥିବା କିଛି ନୂଆ ଶବ୍ଦ। ଆଉ ସେହି ନୂଆ ଶବ୍ଦର ତାଲିକାରେ ଯୋଡ଼ି ହୋଇଛି ଆଉ ଗୋଟିଏ ଶବ୍ଦ- ଗ୍ରେ ଡିଭୋର୍ସ..…

Read More