Author: Ayesha Debnath

Chandra Shekhar Azad : ଆଜାଦ ଥିଲି, ଆଜାଦ ମରିବି । ଏହା ଥିଲା କ୍ରାନ୍ତିକାରୀ ଚନ୍ଦ୍ରଶେଖର ଆଜାଦଙ୍କ ଶେଷବାକ୍ୟ । ବ୍ରିଟିଶ ପୋଲିସ ହାତରେ ଧରା ପଡ଼ିବା ଅପେକ୍ଷା ସ୍ୱାଧିନତାର ସହ ମୃତ୍ୟୁକୁ ଆଲିଂଗନ କରିବାକୁ ସେ ବାଛି ନେଇଥିଲେ । ପାଖାପାଖି ଏକ ଶତାବ୍ଦୀ ପରେ ହୁଏତ ଆଜାଦଙ୍କ ସ୍ମୃତି ଅନେକଙ୍କ ପାଇଁ ମଳିନ ପଡ଼ିଯିବନି । ଇତିହାସ ପୃଷ୍ଠାରେ ହୁଏତ ସେ ଅଜଣା,ଅଖୋଜା ହୋଇ ପଡ଼ିଥିବେ । ଆସନ୍ତୁ ଇତିହାସର ପୃଷ୍ଠା ଓଲଟାଇବା ଓ ଅଳନ୍ଧୁ ଲଗା ସ୍ମୃତି ଭିତରୁ ସାଉଁଟିବା ଜଣେ ସଚ୍ଚା ସଂଗ୍ରାମୀଙ୍କ ସଂଘର୍ଷ ଓ ବଳିଦାନର କାହାଣୀ । ୧୯୨୫ ମସିହାରେ ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ଆଜାଦଙ୍କ ନେତୃତ୍ୱରେ ବିପ୍ଳବୀମାନେ ଲକ୍ଷ୍ନୌ ନିକଟସ୍ଥ କାକୋରିଠାରେ ଡାଉନ୍ ପାସେଞ୍ଜର ଟ୍ରେନ୍ ରୁ ବ୍ରିଟିଶ ରାଜକୋଷ ଲୁଟି ନେଇଥିଲେ। ଯାହା ପରେ କାକୋରି ଷଡ଼ଯନ୍ତ୍ର ନାମରେ ପରିଚିତ ହେଲା । କାକୋରି କାଣ୍ଡ ବ୍ରିଟିଶ କ୍ଷମତାକେନ୍ଦ୍ରକୁ…

Read More