Author: Ayesha Debnath

BJP: କେନ୍ଦ୍ର ବିଜେପି ନେତୃବୃନ୍ଦଙ୍କ ଲାଗି ଓଡ଼ିଶା ଏବେ ମୁଣ୍ଡ ବିନ୍ଧାର କାରଣ । ଏଠି କ୍ଷମତା ତ ମିଳିଛି କିନ୍ତୁ ପ୍ରଥମ ଦିନରୁ ହିଁ ମୁଖ୍ୟମନ୍ତ୍ରୀ ହେବାର ମୋହ ନେତାଙ୍କ ଉପରେ ଚଢ଼ିଛି। କେନ୍ଦ୍ରରେ ଥିବା କିଛି ଓଡ଼ିଆ ନେତା କିଛି ଅଣ ଓଡ଼ିଆ ସଂଗଠନ କର୍ମୀଙ୍କୁ ଧରି ନିଜ ପେଚ ଦୃଢ କରିବା ଲାଗି ଉଦ୍ୟମ କରୁଛନ୍ତି। ଏପଟେ ଯେଉଁ ଆଦିବାସୀ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି ତାଙ୍କ ପ୍ରତିଚ୍ଛବିକୁ ଖରାପ କରିବା ଲାଗି ବି ଉଦ୍ୟମ ହେଉଥିବା ଅଭିଯୋଗ ହୋଇଛି। ଏପରି ସ୍ଥଳରେ ଭାଗଭାଗ ହୋଇ ବିଜେପିର ସଂଗଠନ ଭିନ୍ନ ଭିନ୍ନ ନେତାଙ୍କ ଦ୍ୱାରା ପରିଚାଳିତ ହେଉଛି। ଫଳରେ ନା ସରକାର ଆଗକୁ ବଢ଼ୁଛି ନା ସଂଗଠନ। ପୁଣି ଯେଉଁ ବିଜୟପାଲ ସିଂ ତୋମାର-ଲତା ଉସେଣ୍ଡିଙ୍କ ଯୋଡ଼ି ଓଡ଼ିଶାରେ ସଂଗଠନକୁ ମଜବୁତ କରି ଆସ୍ଥା ବିରୋଧୀ ତତ୍ତ୍ୱକୁ ସରକାର ଗଠନରେ ପରିଣତ କରିଥିଲେ ସେମାନେ ବି…

Read More