Author: Ayesha Debnath

Govinda: ବର୍ତ୍ତମାନ ସବୁଠି ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ନେଇ ଚର୍ଚ୍ଚା । କାରଣ ଖବର ଆସୁଛି ଯେ ଏହି ଦମ୍ପତି ଛାଡପତ୍ର ନେବାକୁ ଯାଉଛନ୍ତି । ଯଦି ଛାଡପତ୍ର ହୁଏ ତାହେଲେ ଗୋବିନ୍ଦା ପତ୍ନୀଙ୍କୁ ଭରଣପୋଷଣ ବାବଦରେ କେତେ ଟଙ୍କା ଦେବେ ? ତାଙ୍କୁ କ’ଣ ସମ୍ପତ୍ତିରୁ ମଧ୍ୟ କିଛି ଅଂଶ ପତ୍ନୀଙ୍କୁ ଦେବାକୁ ପଡ଼ିବ । ଆସନ୍ତୁ ଜାଣିବା ରାଜାବାବୁ ଓରଫ ଗୋବିନ୍ଦାଙ୍କ ନେଟୱର୍ଥ କେତେ? ବଲିଉଡର ରାଜାବାବୁ ଜଣେ ୩୦ ବର୍ଷୀୟା ମରାଠୀ ଅଭିନେତ୍ରୀଙ୍କ ପ୍ରେମରେ ପଡି ୩୭ ବର୍ଷର ସମ୍ପର୍କ ଭାଙ୍ଗିବାକୁ ଯାଉଛନ୍ତି ବୋଲି ଗୁଜବ ଉଡ଼ୁଛି । ଆଗରୁ ତାଙ୍କର ନାମ ନିଲମ କୋଠାରୀଙ୍କ ସହ ଗୋଟିଏ ସମୟରେ ଯୋଡା ଯାଉଥିଲା । ଯାହାକୁ ନେଇ ପରିବାରର ଭିତରେ ଅସନ୍ତୋଷ ସୃଷ୍ଟି ହୋଇଥିଲା । ତେବେ ମାମଲା ରଫାଦଫା ହୋଇଯାଇଥିଲା । ଏବେ କିନ୍ତୁ ମାମଲା ଗୋଲମାଲ ଲାଗୁଛି । ମିଡିଆ ରିପୋର୍ଟ ଅନୁସାରେ ଗୋବିନ୍ଦାଙ୍କ…

Read More