Author: Ayesha Debnath

RAW: ଗୋଟିଏ ଦେଶକୁ ସୁରକ୍ଷିତ ରଖିବା ପାଇଁ ଅନେକ ଜିନିଷର ଆବଶ୍ୟକତା ରହିଥାଏ । ଯେଉଁଥିରେ ସେନା ସହ ଗୁଇନ୍ଦା ଏଜେନ୍ସି ମଧ୍ୟ ରହିଛନ୍ତି । ଭାରତର ରିସର୍ଚ୍ଚ ଆନାଲିସିସ୍ ୱିଙ୍ଗ ବା RAW ବାହ୍ୟ ଗୁଇନ୍ଦା ଏଜେନ୍ସି । ‘ର’ ଦେଶ ବାହାରେ ଅପରେଟ୍ କରିଥାଏ । ଆଇବି ବା ଇଣ୍ଟେଲିଜେନ୍ସ ବ୍ୟୁରୋ ଦେଶର ସୀମାଠାରୁ ୫୦ କିଲୋମିଟର ବାହାର ଅପରେଟ୍ କରୁଥିବା ବେଳେ ର’ ପୃଥିବୀର ଯେକୌଣସି ଦେଶରେ ଅପରେଟ୍ କରିଥାଏ । ସିଧା ଅର୍ଥରେ ଆଇବି ପାକିସ୍ତାନ,ନେପାଳ,ଭୁଟାନ ଓ ବାଂଲାଦେଶ ଭଳି ପଡ଼ୋଷୀ ଦେଶର ସୀମାଠାରୁ ୫୦ କିମି ଭିତରେ ଅପରେଟ୍ କରିଥାଏ । ଭାରତର ର’ ଭଳି ପାକିସ୍ତାନରେ ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସ୍ ଆଇ) ରହିଛି। ଅନ୍ୟପକ୍ଷରେ ଆମେରିକା ପାଖରେ ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି ଅର୍ଥାତ୍ ସିଆଇଏ ଓ ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ ଅର୍ଥାତ୍ ଏଫବିଆଇ ରହିଛି। ଏହାବ୍ୟତୀତ ଇସ୍ରାଏଲର ଗୁଇନ୍ଦା ସଂସ୍ଥାର…

Read More