Author: Ayesha Debnath

Gold Price: ସୁନା ଦର ଯେତେ ବଢୁଛି ସେତେ ହିଁ ବଢୁଛି ଏହାର ଚାହିଦା। ବିବାହ ସମୟ ହେଉ ବା ହେଉ କୌଣସି ଖୁସି ଖବର, ସେହି ମୁହୂର୍ତ୍ତକୁ ସେଲିବ୍ରେଟ କରିବା ପାଇଁ ଆମେ ସମସ୍ତେ ସୁନା ବା ରୂପ କିଣିଥାଉ । ବର୍ତ୍ତମାନ ଦିନକୁ ଦିନ ଭାରତୀୟ ବଜାରରେ ସୁନା ଦର ବଢ଼ିବାରେ ଲାଗିଛି। ତେବେ ଯାଦି ଆପଣ ମଧ୍ୟ ସୁନା କିଣିବା ପାଇଁ ଯାଉଛନ୍ତି ତେବେ ଜାଣନ୍ତୁ କ’ଣ ରହିଛି ସୁନା ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୭୯,୪୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୮୬,୬୨୦ ଟଙ୍କା ରହିଛି । ଏହା ଛଡା ରୁପା ଦରରେ ସାମାନ୍ୟ ବୃଦ୍ଧି ପାଇଛି । ଶୁଦ୍ଧ ରୂପା ୧୦ ଗ୍ରାମ୍ ପିଛା ୧,୫୦୦ ଟଙ୍କା ରହିଥିବା ବେଳେ ୧୦୦ ଗ୍ରାମ୍ ପିଛା ୧୦,୫୦୦…

Read More