Author: Ayesha Debnath

Weather Update: ମାର୍ଚ୍ଚ ମାସ ଆରମ୍ଭରୁ ହିଁ ଆକାଶରୁ ନିଆଁ ବର୍ଷା ହେଉଛି । ଜ୍ୟରେ ଉପର ମୁହାଁ ହୋଇଛି ପାରଦ। ଅସ୍ତବ୍ୟସ୍ତ ହୋଇ ପଡ଼ିଛି ଜନ ଜୀବନ। ଟାଇଁ ଟାଇଁ ଖରାରେ ଜଳିଯାଉଛି ଦେହ । ମାର୍ଚ୍ଚ ମାସ ଆରମ୍ଭରୁ ହିଁ କଲବଳ ହେଉଛନ୍ତି ଲୋକ । ଏବର୍ଷ ତାତି ସବୁ ରେକର୍ଡ ଭାଙ୍ଗିବ ବୋଲି ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର। ସାରା ଦେଶରେ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ ବୋଲି ଆଇଏମଡି ଆକଳନ କରିଥିବାବେଳେ ରାଜ୍ୟରେ ବି ଅନୁରୂପ ଭାବେ ତାତି ଦେଖିବାକୁ ମିଳିବ । ମାର୍ଚ୍ଚ ମାସରେ ସାଧାରଣତଃ ୪ ଦିନ ହିଟ୍ ୱେଭ ହୋଇଥାଏ । ହେଲେ ଏ ବର୍ଷ ୭ ରୁ ୮ ଦିନ ରହିବ ଗ୍ରୀଷ୍ମ ପ୍ରବାହ । ମାର୍ଚ୍ଚ, ଏପ୍ରିଲ ଓ ମେ ଏହି ତିନି ମାସରେ ସ୍ୱାଭାବିକଠାରୁ ୬ ରୁ ୮ ଦିନ ଅଧିକ ରହିବ ହିଟ୍ ୱେଭ…

Read More